କ୍ୱାକ୍‌ଙ୍କ ଭୁଲ ଇଞ୍ଜେକ୍‌ସନ୍‌ ପାଇଁ ଗଲା ଯୁବକଙ୍କ ପ୍ରାଣ!

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): କ୍ୱାକ୍‌ଙ୍କ ଭୁଲ ଇଞ୍ଜେକ୍‌ସନ୍‌ ପାଇଁ ଗଲା ଯୁବକଙ୍କ ପ୍ରାଣ! ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁରରେ ଘଟିଛି। ପରିବାର ଲୋକେ କ୍ୱାକ୍‌ଙ୍କ ଘର ସାମ୍ନାରେ ମୃତଦେହ ରଖି ବିକ୍ଷୋଭ କରୁଛନ୍ତି। ସେପଟେ କ୍ୱାକ୍‌ ଘର ଓ କ୍ଲିନିକରେ ତାକା ପକାଇ ଫେରାର ହୋଇଯାଇଛନ୍ତି। ଗତ ୨୮ ତାରିଖରେ ରଥପୁର ମେହେରପଡା ଗାଁର କାର୍ତ୍ତିକ ମେହେର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବଙ୍ଗାଳୀ ଡାକ୍ତର ନାଁରେ ପରିଚିତ ପ୍ରତ୍ୟୁଷ ରୟଙ୍କ କ୍ଲିନିକରେ […]

Sonepur

Sonepur

Manoranjan Sial
  • Published: Thursday, 30 December 2021
  • Updated: 30 December 2021, 04:12 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): କ୍ୱାକ୍‌ଙ୍କ ଭୁଲ ଇଞ୍ଜେକ୍‌ସନ୍‌ ପାଇଁ ଗଲା ଯୁବକଙ୍କ ପ୍ରାଣ! ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁରରେ ଘଟିଛି। ପରିବାର ଲୋକେ କ୍ୱାକ୍‌ଙ୍କ ଘର ସାମ୍ନାରେ ମୃତଦେହ ରଖି ବିକ୍ଷୋଭ କରୁଛନ୍ତି। ସେପଟେ କ୍ୱାକ୍‌ ଘର ଓ କ୍ଲିନିକରେ ତାକା ପକାଇ ଫେରାର ହୋଇଯାଇଛନ୍ତି।

ଗତ ୨୮ ତାରିଖରେ ରଥପୁର ମେହେରପଡା ଗାଁର କାର୍ତ୍ତିକ ମେହେର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବଙ୍ଗାଳୀ ଡାକ୍ତର ନାଁରେ ପରିଚିତ ପ୍ରତ୍ୟୁଷ ରୟଙ୍କ କ୍ଲିନିକରେ ଭର୍ତ୍ତି କରିଥିଲେ। ଡାକ୍ତର ସାଜିଥିବା ପ୍ରତ୍ୟୁଷ ରୟ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଏଥିସହ କାର୍ତ୍ତିକଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ପରେ ତାଙ୍କୁ ଘରକୁ ନେଇଯିବା ପାଇଁ କହିଥିଲେ।

କାର୍ତ୍ତିକ ଘରେ ପହଞ୍ଚିଲା ପରେ ଆହୁରି ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପୁନର୍ବାର ରୟଙ୍କ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସୋନପୁର ଡାକ୍ତରଖାନାକୁ ନେବା ପାଇଁ ରୟ ପରାମର୍ଶ ଦେଇଥିଲେ। ଏହା ପରେ ପରିବାର ଲୋକ କାର୍ତ୍ତିକଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ବୁର୍ଲାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ବିଳମ୍ୱିତ ରାତିରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ରଥପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତ୍ୟୁଷ ରୟଙ୍କ ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କାର୍ତ୍ତିକଙ୍କ ମୃତଦେହକୁ ପ୍ରତ୍ୟୁଷ ରୟଙ୍କ ଘର ସାମ୍ନାରେ ରଖି କ୍ଷତିପୂରଣ ଦାବି କରିଛନ୍ତି ପରିବାର ଓ ଆତ୍ମିୟସ୍ୱଜନ।

ସେପଟେ ନିଜକୁ ଡାକ୍ତର ସଜାଇ ଦୀର୍ଘ ବର୍ଷହେଲା ବୀରମହାରାଜପୁରରେ ଚିକିତ୍ସା ଚଳାଇଥିବା ପ୍ରତ୍ୟୁଷ ଉଭୟ ଘର ଓ କ୍ଲିନିକରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ଖବରପାଇ ବୀରମହାରାଜପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story