ହାତୀ ଦାନ୍ତ ତସ୍କର ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ଏସ୍‌ଟିଏଫ୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏସ୍‌ଟିଏଫ୍‌ ଓ ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ଭେଲା ଗାଁରେ ଚଢ଼ଉ କରି ହାତୀ ଦାନ୍ତ ତସ୍କରକୁ ଗିରଫ କଛି। ଏଥିସହ ଗୋଟିଏ ହାତୀ ଦାନ୍ତକୁ ଜବତ କରିଛି ଏସ୍‌ଟିଏଫ୍‌। ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଞ୍ଚଳରେ ହାତୀଦାନ୍ତ ତସ୍କରୀ ହେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ମିଳିତ ଭାବେ ମଙ୍ଗଲବାର ସନ୍ଧ୍ୟା ସାଢ଼େ ୫ଟାରେ ଗୁଡଭେଲା ନିମୁସିଂହା ଗାଁରେ ଚଢଉ କରିଥିଲା। ଚଢ଼ଉ ସମୟରେ ଗୋଟିଏ ହାତୀ […]

Elephant

Elephant

Manoranjan Sial
  • Published: Wednesday, 08 December 2021
  • Updated: 08 December 2021, 04:54 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏସ୍‌ଟିଏଫ୍‌ ଓ ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ଭେଲା ଗାଁରେ ଚଢ଼ଉ କରି ହାତୀ ଦାନ୍ତ ତସ୍କରକୁ ଗିରଫ କଛି। ଏଥିସହ ଗୋଟିଏ ହାତୀ ଦାନ୍ତକୁ ଜବତ କରିଛି ଏସ୍‌ଟିଏଫ୍‌।

ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଞ୍ଚଳରେ ହାତୀଦାନ୍ତ ତସ୍କରୀ ହେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ମିଳିତ ଭାବେ ମଙ୍ଗଲବାର ସନ୍ଧ୍ୟା ସାଢ଼େ ୫ଟାରେ ଗୁଡଭେଲା ନିମୁସିଂହା ଗାଁରେ ଚଢଉ କରିଥିଲା। ଚଢ଼ଉ ସମୟରେ ଗୋଟିଏ ହାତୀ ଦାନ୍ତ ଜବତ କରିଥିଲା ଏସ୍‌ଟିଏଫ୍‌। ଏହି ମାମଲାରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ବିପୁଲ ବାଗଙ୍କୁ କାବୁ କରିଥିଲା। ଜବତ ହୋଇଥିବା ହାତୀଦାନ୍ତର ଓଜନ ପାଖାପାଖି ୯ କେଗ୍ରା ହେବ। ଏହାର ଲମ୍ୱ ୩୬.୫ ଇଞ୍ଜ ଓ ଗୋଳେଇ ଏକ ଫୁଟ ବୋଲି ଜଣାପଡ଼ିଛି। ହାତୀଦାନ୍ତ ତସ୍କରୀରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢଉ ଜାରି ରଖିଛି।

ହାତୀଦାନ୍ତ ଜବତ ହୋଇଥିବା ବେଳେ, ତାହା କେଉଁଠୁ ଅଣାଯାଇଥିଲା? ହାତୀକୁ କେଉଁଠି ହତ୍ୟା କରାଯାଇଛି? କିଏ କିଏ ଏହି ତସ୍କରୀରେ ସାମିଲ ଅଛନ୍ତି? ଏନେଇ ଏସ୍‌ଟିଏଫ୍‌ ଓ ଜଙ୍ଗଲ ବିଭାଗର ତନାଘନା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story