ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ!

ଉଦଳା (ମାନସ ପାଣି): ଦୋକାନରୁ ବାକିରେ ସଦଉଦା ନେଉଥିଲେ। ହେଲେ ବାକିଥିବା ଟଙ୍କା ଦେଉନଥିଲେ। ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରୁ ଆସିଛି। ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ତାଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ତେଜରାତି ସଉଦା ନେଉଥିଲେ। ହେଲେ ବାକି ଟଙ୍କା ଦେଉନଥିଲେ। ୪ ଦିନ ତଳେ ଆଦିକନ୍ଦ ତାଙ୍କୁ […]

Fire

Fire

Manoranjan Sial
  • Published: Monday, 05 December 2022
  • Updated: 05 December 2022, 06:52 PM IST

Sports

Latest News

ଉଦଳା (ମାନସ ପାଣି): ଦୋକାନରୁ ବାକିରେ ସଦଉଦା ନେଉଥିଲେ। ହେଲେ ବାକିଥିବା ଟଙ୍କା ଦେଉନଥିଲେ। ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରୁ ଆସିଛି।

ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ତାଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ତେଜରାତି ସଉଦା ନେଉଥିଲେ। ହେଲେ ବାକି ଟଙ୍କା ଦେଉନଥିଲେ। ୪ ଦିନ ତଳେ ଆଦିକନ୍ଦ ତାଙ୍କୁ ବାକି ଟଙ୍କା ମାଗିଥିଲେ। ତେବେ ସଞ୍ଜୟ ଟଙ୍କା ଦେବା ବଦଳରେ ଆଦିକନ୍ଦଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

ସବୁଦିନ ପରି ରବିବାର ରାତିରେ ଆଦିକନ୍ଦ ତାଙ୍କ ଦୋକାନ ଭିତରେ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କ ଦୋକାନରେ ସଞ୍ଜୟ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଦୋକାନରେ ନିଆଁ ଲାଗିଥିବା ଜାଣି ଆଦିକନ୍ଦ ଜୀବନ ବିକଳରେ ବାହାରି ଆସିଥିଲେ। ପରେ ଚିତ୍କାର କରିଥିଲେ। ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିପାରିନଥିଲେ। ଚାହୁଁଚାହୁଁ ପୂରା ଦୋକାନ ପୋଡି ପାଉଁଶ ହୋଇଯାଇଛି। ଦୋକାନୀ ଆଦିକନ୍ଦ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story