ମା’ଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡ଼ି ଗଲେ ଦେବାଶିଷ

ଯାଜପୁର(ଅଭୟ ପତି): ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବାଶିଷ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗାଁରେ। ଗତକାଲି ଅପରାହ୍ଣରେ ଦେବାଶିଷ ଗାଁର ଯୁବକମାନଙ୍କ ସହ ମିଶି ଦୁବେଇ ଗଣ୍ଡାକୁ ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ମା’ଙ୍କ ମୂର୍ତ୍ତି ବିସର୍ଜନ ବେଳେ […]

jajpur--

jajpur--

Tapaswini Nayak
  • Published: Thursday, 10 October 2019
  • Updated: 10 October 2019, 08:55 AM IST

Sports

Latest News

ଯାଜପୁର(ଅଭୟ ପତି): ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବାଶିଷ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗାଁରେ।

ଗତକାଲି ଅପରାହ୍ଣରେ ଦେବାଶିଷ ଗାଁର ଯୁବକମାନଙ୍କ ସହ ମିଶି ଦୁବେଇ ଗଣ୍ଡାକୁ ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ମା’ଙ୍କ ମୂର୍ତ୍ତି ବିସର୍ଜନ ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ହେଲେ ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷ ନିଖୋଜ ଥିବା ଜାଣି ତାଙ୍କ ସାଙ୍ଗମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ମାତ୍ର ତାଙ୍କୁ ନ ପାଇ ଦମକଳ ବାହିନୀକୁ ଖବର ଦେଇଥିଲେ।

ଏହାପରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ଦେବାଶିଷଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବାଶିଷ ପିଲାଦିନୁ ମାମୁ ଘରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story