ଦୁଇ ବନ୍ଧୁଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଦୁଇ ବନ୍ଧୁଙ୍କୁ ଖଣ୍ଡାରେ ହାଣିଲେ। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି ଏପରି ନୃଶଂସ ଘଟଣା। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଘଟିଥିବା ଅନୁମାନ କରାଯାଉଛି। ଖଲ୍ଲିକୋଟ ଥାନା କୈରାସି ଗାଁର ରାଜୁ ପ୍ରଧାନ ଓ ଭିକାପଡ଼ା ଗ୍ରାମର  ହାତୀଆ ନାହାକ କୌଣସି କାମରେ ବାହାକୁ ଯାଇଥିଲେ। […]

Khallikote

Khallikote

Manoranjan Sial
  • Published: Monday, 06 December 2021
  • Updated: 06 December 2021, 10:47 PM IST

Sports

Latest News

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଦୁଇ ବନ୍ଧୁଙ୍କୁ ଖଣ୍ଡାରେ ହାଣିଲେ। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି ଏପରି ନୃଶଂସ ଘଟଣା। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଘଟିଥିବା ଅନୁମାନ କରାଯାଉଛି।

ଖଲ୍ଲିକୋଟ ଥାନା କୈରାସି ଗାଁର ରାଜୁ ପ୍ରଧାନ ଓ ଭିକାପଡ଼ା ଗ୍ରାମର  ହାତୀଆ ନାହାକ କୌଣସି କାମରେ ବାହାକୁ ଯାଇଥିଲେ। ସୋମବାର ରାତି ପ୍ରାୟ ୯ଟା ବେଳେ ଦୁଇ ବନ୍ଧୁ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ସିଆଳିପାଟ ଓ ରାଇପଡା ଗାଁ ମଝି ରାସ୍ତାରେ ଦୁଇ ବନ୍ଧୁଙ୍କୁ ଅତର୍କିତ ସଂଘବଦ୍ଧ ଆକ୍ରମଣ ହୋଇଥିଲା। କେତେକ ଯୁବକ ହାତରେ ଖଣ୍ଡା ଧରି ଦୁଇ ବନ୍ଧୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହାତୀଆଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜୁ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ବାହାରି ଆସିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଗାଁ ଲୋକେ ଏନେଇ ପୁଲିସ୍‌ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ରାଜୁକୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତାର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ଘଟିଥିବା ଅଭିଯୋଗ ହେଉଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍‌ ଚଢ଼ଉ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story