ବିମାନ ବନ୍ଦରରେ ସନ୍ଦିଗ୍ଧ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ସନ୍ଦିଗ୍ଧ ଯୁବକ ଠାବ ହୋଇଛି। ବିମାନ ବନ୍ଦରର ରନୱେ ନିକଟରୁ ଯୁବକଙ୍କୁ ଠାବ କରିଛି ପୋଲିସ। ସନ୍ଦିଗ୍ଧ ଯୁବକ ଜଣଙ୍କ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା ମିଳିଛି। ସିଆଇଏସ୍‌ଏଫ୍‌ ଯବାନ ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛି। ତାଙ୍କ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳରେ ବୋଲି କୁହାଯାଉଛି। ଧରାପଡିଥିବା ସନ୍ଦିଗ୍ଧ ଯୁବକଙ୍କ ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି।

airport

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 09:33 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ସନ୍ଦିଗ୍ଧ ଯୁବକ ଠାବ ହୋଇଛି। ବିମାନ ବନ୍ଦରର ରନୱେ ନିକଟରୁ ଯୁବକଙ୍କୁ ଠାବ କରିଛି ପୋଲିସ। ସନ୍ଦିଗ୍ଧ ଯୁବକ ଜଣଙ୍କ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା ମିଳିଛି।

ସିଆଇଏସ୍‌ଏଫ୍‌ ଯବାନ ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛି। ତାଙ୍କ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳରେ ବୋଲି କୁହାଯାଉଛି। ଧରାପଡିଥିବା ସନ୍ଦିଗ୍ଧ ଯୁବକଙ୍କ ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି।

Related story