ଝାଡ଼ଖଣ୍ଡରେ ସଙ୍କଟରେ ଓଡ଼ିଆ ଭାଷା, ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୧ ମସିହାରୁ ଝାଡ଼ଖଣ୍ଡରେ ଦ୍ୱିତୀୟ ଭାଷାର ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷା ଏବେ ସଙ୍କଟରେ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ବ୍ୟବହାର ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଏକ ଯୋଜନାବଦ୍ଧ ସରକାରୀ ଓ ରାଜନୀତିକ ଚକ୍ରାନ୍ତ ଚାଲିଛି ବୋଲି ‘ଯୁବ ଓଡ଼ିଶା’ ସଂଗଠନ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯିବା ସହ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଏ ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଯୁବ ଓଡ଼ିଶା ସଂଗଠନ ଫାଉଣ୍ଡେସନ ସଭାପତି ତେଜେଶ୍ୱର […]

odia

odia

Ordigital Desk
  • Published: Tuesday, 28 September 2021
  • Updated: 28 September 2021, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୧ ମସିହାରୁ ଝାଡ଼ଖଣ୍ଡରେ ଦ୍ୱିତୀୟ ଭାଷାର ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷା ଏବେ ସଙ୍କଟରେ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ବ୍ୟବହାର ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଏକ ଯୋଜନାବଦ୍ଧ ସରକାରୀ ଓ ରାଜନୀତିକ ଚକ୍ରାନ୍ତ ଚାଲିଛି ବୋଲି ‘ଯୁବ ଓଡ଼ିଶା’ ସଂଗଠନ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯିବା ସହ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ଏ ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଯୁବ ଓଡ଼ିଶା ସଂଗଠନ ଫାଉଣ୍ଡେସନ ସଭାପତି ତେଜେଶ୍ୱର ପରିଡ଼ା କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ ଟ୍ୱିଟ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସତ୍ୟତା କ’ଣ ତାହା ସେ ଜାଣନ୍ତି ନାହିଁ। ତେଣୁ ଯଦି ଏଭଳି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି, ରାଜ୍ୟ ସରକାର ତୁରନ୍ତ ଏହା ଉପରେ ସ୍ପଷ୍ଟୀକରଣ ରଖିବା ଉଚିତ୍। ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ବିଭାଗ ରହିଛି, ବିଭାଗୀୟ ମନ୍ତ୍ରୀ ମଧ୍ୟ ଅଛନ୍ତି। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ପ୍ରସାରକୁ ରୋକିବା ପାଇଁ ଏଭଳି ହୀନ ଷଡ଼ଯନ୍ତ୍ର ଚାଲିଛି କି ନାହିଁ ବିଭାଗୀୟ ମନ୍ତ୍ରୀ କିମ୍ବା କୌଣସି ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଯାଇ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି । ଏହା ପୂର୍ବରୁ ସେ ତାଙ୍କ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ।

ସେହିପରି ରାଜ୍ୟ ସମାଜବାଦୀ ପାର୍ଟି ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ରିଲିିଜ୍ ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ୨୦୨୧-୨୨ ଶିକ୍ଷାବର୍ଷରୁ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷା ମାନ୍ୟତା ତାଲିକାରୁ ଝାଡ଼ଖଣ୍ଡ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାଦ୍ ଦେଇଛନ୍ତି। ଏହାକୁ ନେଇ ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଅଂଚଳରେ ରହୁଥିବା ଓଡ଼ିଆଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଝାଡ଼ଖଣ୍ଡ ସରକାର କିଭଳି ପୁଣିଥରେ ଓଡ଼ିଆକୁ ଦ୍ୱିତୀୟ ଭାଷାର ମାନ୍ୟତା ପ୍ରଦାନ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଏହି ସମସ୍ତ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ‘ଉତ୍କଳ ସମ୍ମିଳନୀ’ ସାଧାରଣ ସମ୍ପାଦକ ଡଃ ରାଧାନାଥ ପ୍ରହରାଜ କହିଛନ୍ତି ଯେ, ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ପ୍ରତ୍ୟାହାର କରିନେବାର ଝାଡ଼ଖଣ୍ଡ ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଏପର୍ଯ୍ୟନ୍ତ ଆସିନାହିଁ। ସରକାରୀ ଭାଷାର ମାନ୍ୟତା ପ୍ରତ୍ୟାହାର ପାଇଁ ସମ୍ପୃକ୍ତ ରାଜ୍ୟ କ୍ୟାବିନେଟ୍ ଓ ବିଧାନସଭାର ଅନୁମୋଦନ ଜରୁରୀ। ପାଠ୍ୟକ୍ରମରୁ ବି ଓଡ଼ିଆ ଭାଷାକୁ ବାଦ୍ ଦେବାର ନିର୍ଦ୍ଦେଶନାମା ଆସିନାହିଁ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ବାସ୍ତବରେ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଆ ଭାଷାର ଶିକ୍ଷକଙ୍କୁ ବାଦ୍ ଦେଇ ଅନ୍ୟ ଭାଷାର ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଆହ୍ୱାନ କରାଯାଇଛି। ଏହା ଏକ ସରକାରୀ ନିଷ୍ପତ୍ତି। ହୁଏତ ଓଡ଼ିଆ ଭାଷାରେ ଯେତିକି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବ ତାହା ପୂରଣ ହୋଇଥିବ, ନଚେତ୍ ପରବର୍ତ୍ତୀ ସମୟରେ ସରକାର ନିଯୁକ୍ତି କରିପାରନ୍ତି। ଏହି ପ୍ରସଙ୍ଗକୁ ନେଇ ଆଜି ଝାଡ଼ଖଣ୍ଡର କେତେକ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ଭାଷାଭାଷୀ ଲୋକମାନେ ପ୍ରତିବାଦ ଜଣାଇଛନ୍ତି ବୋଲି ସେ କହିଛନ୍ତି। ତେବେ ଓଡ଼ିଆକୁ ସରକାରୀ ଭାଷା ମାନ୍ୟତାରୁ ବାଦ୍ ଦେବା ଭଳି କୌଣସି ନିଷ୍ପତ୍ତି ଝାଡ଼ଖଣ୍ଡ ସରକାର ନେଇଥିବାର ଖବର ଏପର୍ଯ୍ୟନ୍ତ ଆମ ପାଖରେ ନାହିଁ ବୋଲି ଡଃ ପ୍ରହରାଜ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ,ଓଡ଼ିଶା ସରକାରଙ୍କ ଆନ୍ତରିକତା ଅଭାବରୁ ହେଉ ଅବା ଝାଡ଼ଖଣ୍ଡ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଝାଡ଼ଖଣ୍ଡର ପ୍ରାୟ ୧୦ଟି ଜିଲ୍ଲାରେ ପ୍ରଭାବ ବିସ୍ତାର କରିଥିବା ଓଡ଼ିଆ ଭାଷା ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ଝାଡ଼ଖଣ୍ଡର ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ, ଷଡ଼େଇକଳା-ଖରସୁଆ, ରାଂଚି, ଗୁମଲା, ଧାନବାଦ, ବୋକାରୋ, ସିମଡେଗା, ଲାହାରଡେଗା ଓ ଲାତେହରରେ ପ୍ରାୟ ୩୦ରୁ ୫୦ଲକ୍ଷ ଓଡ଼ିଆ ଭାଷାଭାଷୀ ଲୋକ ବାସ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story