୩୧ଟି ସ୍କୁଲ୍‌ରେ ଶୂନ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ୍ ରେଜଲ୍ଟ। ପାସ୍ ହାର ୭୮.୭୬% ରହିଛି। ଗତବର୍ଷ ଠାରୁ ଚଳିତ ବର୍ଷ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତବର୍ଷ ତୁଳନାରେ ପାସ୍ ହାର ବଢ଼ିବା ସହିତ ଶୂନ ରେଜଲ୍ଟ କରିଥିବା ସ୍କୁଲ୍ ସଂଖ୍ୟା ବି କମିଛି। ଏଥର ୩୧ଟି ସ୍କୁଲ୍‌ରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି। ଗତବର୍ଷ ୮୨ଟି ସ୍କୁଲ୍‌ର ରେଜଲ୍ଟ ଶୂନ ହୋଇଥିଲା। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ମଧ୍ୟ ଅଧିକ […]

school

school

Jitendra Garnayak
  • Published: Wednesday, 29 July 2020
  • Updated: 29 July 2020, 12:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ୍ ରେଜଲ୍ଟ। ପାସ୍ ହାର ୭୮.୭୬% ରହିଛି। ଗତବର୍ଷ ଠାରୁ ଚଳିତ ବର୍ଷ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତବର୍ଷ ତୁଳନାରେ ପାସ୍ ହାର ବଢ଼ିବା ସହିତ ଶୂନ ରେଜଲ୍ଟ କରିଥିବା ସ୍କୁଲ୍ ସଂଖ୍ୟା ବି କମିଛି। ଏଥର ୩୧ଟି ସ୍କୁଲ୍‌ରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି। ଗତବର୍ଷ ୮୨ଟି ସ୍କୁଲ୍‌ର ରେଜଲ୍ଟ ଶୂନ ହୋଇଥିଲା।

ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ମଧ୍ୟ ଅଧିକ ରହିଛି। ମୋଟ ୫,୩୪,୮୪୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୧୫,୩୬୭ ଝିଅ ପାସ୍ କରିଥିବା ବେଳେ ୧,୯୨,୫୦୧ ପୁଅ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୧.୯୮ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos