ହସ୍ତମୈଥୁନ କଲେ ଗଣିବାକୁ ପଡ଼ିବ ୧୦୦ ଡଲାର ତଣ୍ଡ, ଆଇନ ଆଣିବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: ଆମେରିକାରେ ହସ୍ତମୈଥୁନ କଲେ ୧୦୦ ଡଲାର ଜୋରିମାନା ଦେବାକୁ ପଡ଼ିବ। ଏନେଇ ଆଇନ ଆଣିବାକୁ ଟେକ୍ସାସର ଜଣେ ଡେମୋକ୍ରାଟିକ୍ ସାଂସଦ ପ୍ରସ୍ତାବ ଦେଇଛନ୍ତି। ଜୋସିକା ଫରାର ନାମକ ଏହି ସାଂସଦଙ୍କ ଏହି ପ୍ରସ୍ତାବ ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜୋସିକାଙ୍କ ଯୁକ୍ତି ହେଲା ହସ୍ତମୈଥୁନ ଛୁଆର ଅସ୍ତିତ୍ୱ ବିରୋଧରେ ଯାଉଛି ଯିଏ କି ଜନ୍ମ ହୋଇନାହିଁ। ଏହା ଟେକ୍ସାସର ମହିଳାଙ୍କ ଅଧିକାର ବିରୁଦ୍ଧରେ ଯାଉଛି। ପୁରୁଷମାନଙ୍କୁ ସେମାନଙ୍କ ଶୁକ୍ରାଣୁ ବାହାରେ ଫୋପାଡ଼ିବାର ଅଧିକାର ଦିଆଯିବା […]
ନୂଆଦିଲ୍ଲୀ: ଆମେରିକାରେ ହସ୍ତମୈଥୁନ କଲେ ୧୦୦ ଡଲାର ଜୋରିମାନା ଦେବାକୁ ପଡ଼ିବ। ଏନେଇ ଆଇନ ଆଣିବାକୁ ଟେକ୍ସାସର ଜଣେ ଡେମୋକ୍ରାଟିକ୍ ସାଂସଦ ପ୍ରସ୍ତାବ ଦେଇଛନ୍ତି। ଜୋସିକା ଫରାର ନାମକ ଏହି ସାଂସଦଙ୍କ ଏହି ପ୍ରସ୍ତାବ ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜୋସିକାଙ୍କ ଯୁକ୍ତି ହେଲା ହସ୍ତମୈଥୁନ ଛୁଆର ଅସ୍ତିତ୍ୱ ବିରୋଧରେ ଯାଉଛି ଯିଏ କି ଜନ୍ମ ହୋଇନାହିଁ। ଏହା ଟେକ୍ସାସର ମହିଳାଙ୍କ ଅଧିକାର ବିରୁଦ୍ଧରେ ଯାଉଛି। ପୁରୁଷମାନଙ୍କୁ ସେମାନଙ୍କ ଶୁକ୍ରାଣୁ ବାହାରେ ଫୋପାଡ଼ିବାର ଅଧିକାର ଦିଆଯିବା ଉଚିତ୍ ନୁହେଁ।