ଫଟୋରେ ଫଟୋରେ ଭୁବନେଶ୍ୱର ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓ ବାମ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିଥିଲା। ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାଜ୍ୟର ଅନ୍ୟ ସହର ଭଳି ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରିଥିଲେ। ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ସ୍ଥିତି କେମିତି ରହିଥିଲା ସେ ନେଇ କିଛି ଫଟୋ ଦେଖନ୍ତୁ।

congress1

Jitendra Garnayak
  • Published: Monday, 10 September 2018
  • , Updated: 10 September 2018, 09:22 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓ ବାମ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିଥିଲା। ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାଜ୍ୟର ଅନ୍ୟ ସହର ଭଳି ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରିଥିଲେ। ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ସ୍ଥିତି କେମିତି ରହିଥିଲା ସେ ନେଇ କିଛି ଫଟୋ ଦେଖନ୍ତୁ।

[caption id="attachment_274227" align="aligncenter" width="750"] ବିଧାନସଭା ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଧାରଣା ଦେଇଛନ୍ତି କର୍ମୀ[/caption]

[caption id="attachment_274228" align="aligncenter" width="750"] ଗାଡ଼ି ଅଟକାଇ ଫୁଲ ଦେଉଛନ୍ତି[/caption]

[caption id="attachment_274229" align="aligncenter" width="750"] ବନ୍ଦରେ ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ[/caption]

[caption id="attachment_274230" align="aligncenter" width="750"] ବରିଷ୍ଠ ଆଇପିଏସ୍ ସୁନୀଲ ରୟଙ୍କୁ ଅଟକାଇ ଗୋଲାପ ଫୁଲ ଦେଉଛନ୍ତି କଂଗ୍ରେସ କର୍ମୀ[/caption]

[caption id="attachment_274231" align="aligncenter" width="750"] ବନ୍ଦ ଯୋଗୁ ଚାଲି ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହ ଚାଲି ଚାଲି ବିଧାନସଭା ଯାଉଛନ୍ତି[/caption]

[caption id="attachment_274234" align="aligncenter" width="750"] ଦୁଇ ଜଣଙ୍କୁ ଅଟକାଇଛନ୍ତି[/caption]

[caption id="attachment_274235" align="aligncenter" width="750"] ବାମ ଦଳଗୁଡ଼ିକ ପକ୍ଷରୁ ରାଲି[/caption]

[caption id="attachment_274241" align="aligncenter" width="750"] ଲୋକଙ୍କୁ ଫେରାଇ ଦେଉଛନ୍ତି[/caption]

[caption id="attachment_274245" align="aligncenter" width="750"] କଂଗ୍ରେସର ମହିଳା କର୍ମୀ ବନ୍ଦରେ ସାମିଲ ହୋଇଛନ୍ତି[/caption]

Related story