ଭାରତ ପାଇଁ ପ୍ରଥମ ଅସ୍କାର ଆଣିଥିଲେ ଭାନୁ ଆଥେୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲିୟନାର’ ପାଇଁ ୨୦୦୯ରେ ଏଆର୍‌ ରେହମାନ୍‌, ଗୁଲଜାର୍‌ ଓ ରେସୁଲ ପୁକୁଟ୍ଟି ଏକାଡେମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ। ସେହି ସମୟରେ ଭାରତକୁ ଏକ ଐତିହାସିକ ସଫଳତା ମିଳିଥିଲା ବୋଲି କୁହାଯାଇଥିଲା। ଏପରିକି ଭାରତୀୟଙ୍କର ଅସ୍କାର ପାଇବାର ସ୍ୱପ୍ନ ମଧ୍ୟ ସାକାର ହୋଇଥିଲା। କିନ୍ତୁ ସେହି ସମୟରେ ଅନେକ ଭାରତୀୟଙ୍କୁ ଜଣାନଥିଲା ଯେ, ‘ସ୍ଲମ୍‌ଡଗ୍‌ ମିଲିୟନାର’ ଫିଲ୍ମର ୨୬ ବର୍ଷ ପୂର୍ବରୁ ଭାରତକୁ ଏହି ସଫଳତା ମିଳିସାରିଥିଲା। କଷ୍ଟ୍ୟୁମ ଡିଜାଇନର୍‌ […]

athaia

athaia

Jitendra Garnayak
  • Published: Saturday, 27 July 2019
  • Updated: 27 July 2019, 09:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲିୟନାର’ ପାଇଁ ୨୦୦୯ରେ ଏଆର୍‌ ରେହମାନ୍‌, ଗୁଲଜାର୍‌ ଓ ରେସୁଲ ପୁକୁଟ୍ଟି ଏକାଡେମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ। ସେହି ସମୟରେ ଭାରତକୁ ଏକ ଐତିହାସିକ ସଫଳତା ମିଳିଥିଲା ବୋଲି କୁହାଯାଇଥିଲା। ଏପରିକି ଭାରତୀୟଙ୍କର ଅସ୍କାର ପାଇବାର ସ୍ୱପ୍ନ ମଧ୍ୟ ସାକାର ହୋଇଥିଲା।

କିନ୍ତୁ ସେହି ସମୟରେ ଅନେକ ଭାରତୀୟଙ୍କୁ ଜଣାନଥିଲା ଯେ, 'ସ୍ଲମ୍‌ଡଗ୍‌ ମିଲିୟନାର' ଫିଲ୍ମର ୨୬ ବର୍ଷ ପୂର୍ବରୁ ଭାରତକୁ ଏହି ସଫଳତା ମିଳିସାରିଥିଲା। କଷ୍ଟ୍ୟୁମ ଡିଜାଇନର୍‌ ଭାନୁ ଆଥିୟା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ୧୯୮୩ ମସିହାରେ 'ଗାନ୍ଧି' ଫିଲ୍ମ ପାଇଁ ଅସ୍କାର ଆୱାର୍ଡ ପାଇଥିଲେ। ଭାନୁ ଅସ୍କାର ପାଇବା ଭାରତ ପାଇଁ ଏକ ଗର୍ବର ବିଷୟ ଥିଲା।

ଆସନ୍ତୁ ଜାଣିବା ପ୍ରଥମ ଓସ୍କାର ବିଜେତା ଭାରତୀୟ ମହିଳା ଭାନୁ ଆଥେୟାଙ୍କ ବିଷୟରେ କିଛି ଜଣାଅଜଣା କଥା।

୧. ମହାରାଷ୍ଟ୍ରର କୋହ୍ଲାପୁରରେ ୨୮ ଏପ୍ରିଲ୍‌ ୧୯୨୯ ମସିହାରେ ଭାନୁଙ୍କର ଜନ୍ମ ହୋଇଥିଲା। ତାଙ୍କର ପୂରା ନାମ ଥିଲା ଭାନୁମତୀ ଆନ୍ନାସାହେବ ରାଜୋପାଧ୍ୟାୟ। ଭାନୁଙ୍କର ବାପା ଆନ୍ନାସାହେବ ପେସାରେ ଜଣେ ଚିତ୍ରକର ଥିଲେ।

୨. ବାପା ଜଣେ ଚିତ୍ରକର ଥିବା ଯୋଗୁ ଭାନୁଙ୍କର ରକ୍ତରେ ସେହି କଳା ରହିଥିଲା। ପିଲାଦିନରୁ ଏହି କଳା ଭାନୁଙ୍କ ପାଖରେ ଦେଖିବାକୁ ମିଳିଥିଲା। ସ୍କୁଲ୍‌ ସରିବା ପରେ ପରେ ସେ ମୁମ୍ୱାଇ ‘ସାର୍‌ ଜେଜେ ସ୍କୁଲ ଅଫ୍‌ ଆର୍ଟ’ରେ ଗୋଲ୍ଡ ମେଡାଲ୍‌ ସହିତ ନିଜର ଗ୍ରାଜୁଏସନ୍‌ ଶେଷ କରିଥିଲେ।

୩. ଏହାର କିଛି ଦିନ ପରେ ଭାନୁ ଫ୍ୟାଶନ୍‌ ଫ୍ରିଲାନ୍ସର ଭାବରେ ମୁମ୍ୱାଇର ପପୁଲାର ମାଗାଜିନ୍‌ ‘ଇଭସ୍‌ ୱିକଲି’ ଏବଂ ଅନ୍ୟାନ୍ୟ ମାଗାଜିନ୍‌ ପାଇଁ କାମ ଆରମ୍ଭ କରିଥିଲେ।

୪. ଭାନୁଙ୍କର ନିଖୁଣ ଡିଜାଇନ୍‌ ଦେଖି ମାଗାଜିନ୍‌ ସମ୍ପାଦକ ତାଙ୍କୁ ନିଜର ବୁଟିକ୍ ଖୋଲି କପଡ଼ା ଡିଜାଇନ୍‌ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ହିଁ ଭାନୁଙ୍କର ପୋଷାକ ଡିଜାଇନ୍‌ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲା। ଏପରିକି ମୁମ୍ୱାଇର ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କ ପାଖକୁ ଆସି ପୋଷାକ ଡିଜାଇନ୍‌ କରିବା ପାଇଁ ଆସିଲେ।

oscar୫. ଏଥିରେ ଉତ୍ସାହିତ ହୋଇ ଭାନୁ ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୫୬ ମସିହାରେ ଗୁରୁ ଦତ୍ତଙ୍କ ପିଲ୍ମ ‘ସି.ଆଇ.ଡି’ରେ ଆକ୍ଟରମାନଙ୍କ ପାଇଁ ଭାନୁ କଷ୍ଟ୍ୟୁମ୍‌ ଡିଜାଇନ୍‌ କରିଥିଲେ। ଏହାପରେ ‘ପ୍ୟାସା’, ‘ଚୌଦଭିଂ କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ’ ଫିଲ୍ମ ପାଇଁ ମଧ୍ୟ ଭାନୁ ଡିଜାଇନର୍‌ ଭାବେ କାମ କରିଥିଲେ।

[caption id="attachment_411700" align="aligncenter" width="750"]gandhi ଗାନ୍ଧି ଫିଲ୍ମର ଏକ ଫଟୋ[/caption]

୬. ଧୀରେ ଧୀରେ ଭାନୁ ପ୍ରସ୍ତୁତ କରୁଥିବା ଡିଜାଇନର୍ ଡ୍ରେସର ଡିମାଣ୍ଡ ବଢ଼ିବାରେ ଲାଗିଲା ଏବଂ ମହାନ୍‌ ବାୟୋପିକ୍‌ ଫିଲ୍ମ ‘ଗାନ୍ଧି’ରେ ତାଙ୍କୁ କଷ୍ଟ୍ୟୁମ୍‌ ଡିଜାଇନ୍‌ କରିବାର ସୁଯୋଗ ମିଳିଥିଲା। ଏହି ଫିଲ୍ମରେ ଗାନ୍ଧିଙ୍କର ଡ୍ରେସ୍‌ ଡିଜାଇନ୍‌ କରିବା ପରେ ୧୯୮୩ ମସିହାରେ ଭାନୁ ବ୍ରିଟିଶ ଡିଜାଇନର ଜନ୍‌ ମୋଲୋଙ୍କ ସହିତ ଅସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

୭. ଆହୁରି ମଧ୍ୟ ଭାନୁ ୧୯୯୧ରେ ‘ଲେକିନ୍‌’ ଓ ‘ଲଗାନ୍‌: ୱାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ଇଣ୍ଡିଆ’(୨୦୦୧) ଫିଲ୍ମ ପାଇଁ କାମ କରି ଜଣେ ପ୍ରତିଭାଶାଳୀ ଡିଜାଇନର୍‌ ଭାବରେ ଦୁଇଟି ଜାତୀୟ ପୁରସ୍କାର ପାଇଥିଲେ। ୨୦୦୪ରେ ‘ସ୍ୱଦେଶ’ଫିଲ୍ମ ପାଇଁ ଭାନୁ ଶେଷଥର ପାଇଁ କଷ୍ଟୁମ୍‌ ଡିଜାଇନର୍‌ ଭାବରେ କାର୍ଯ୍ୟ କରିଥିଲେ।

[caption id="attachment_411701" align="aligncenter" width="750"]lagaan ଲଗାନ୍‌ ଫିଲ୍‌ର ଏକ ଦୃଶ୍ୟ[/caption]

୮. ୨୦୧୦ ମସିହାରେ ‘The Art of Costume Design’ ନାମରେ ଭାନୁ ଏକ ପୁସ୍ତକ ପ୍ରକାଶ କରିଥିଲେ। ଯେଉଁଥିରେ ସେ ଇଣ୍ଡିଆନ୍‌ ଫିଲ୍ମ କଷ୍ଟୁମ୍‌ ଏବଂ ୧୯୬୦ ଓ ୭୦ ଦଶକର ଫ୍ୟାଶନ୍‌ ଟ୍ରେଣ୍ଡ ବିଷୟରେ ଆଲୋକପାତ କରିଥିଲେ। ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତୀୟ ସିନେମାକୁ ଏକ ସର୍ବୋଚ୍ଚ ପ୍ରଶଂସନୀୟ ସ୍ତରରେ ପହଞ୍ଚାଇଥିବା ପ୍ରଥମ ମହିଳା ହେଉଛନ୍ତି ଭାନୁ ଆଥେୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story