ଏବେ ଫେସବୁକରେ ଦେଖିପାରିବେ ଟିଭି ଶୋ’

ଫେସବୁକରେ ଦେଖିହେବ ଟିଭି କାର୍ଯ୍ୟକ୍ରମ। ଫେସବୁକରେ ଲାଇଭଫିଚର ସଫଳତା ପାଇବା ପରେ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଟିଭି ପରି କାର୍ଯ୍ୟକ୍ରମ କରିବାକୁ ଫେସବୁକ୍‌ ଚିନ୍ତା କରୁଛି। ବାଲ ଷ୍ଟ୍ରେଟ୍‌ ଜେନେରାଲ କହିଛନ୍ତି,“ଫେସବୁକ୍‌ ଟିଭି ପରି କାର୍ଯ୍ୟକ୍ରମ କରିବାକୁ ଚାହୁଁଛି। ଏଥିରେ ଖେଳ ଠାରୁ ଆରମ୍ଭ କରି ବିଜ୍ଞାନ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଏହା ସହ ଅନ୍ୟ ଶିକ୍ଷଣୀୟ ବିଷୟ,ଜୀବନଶୈଳୀ ଓ ଗ୍ଲାମର,ଗୀତ ଓ ନାଚ ମଧ୍ୟ ଦେଖିବାକୁ ମିଳିବ।” ଫେସବୁକ୍‌ରେ […]

facebook_

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 11:51 AM IST

ଫେସବୁକରେ ଦେଖିହେବ ଟିଭି କାର୍ଯ୍ୟକ୍ରମ। ଫେସବୁକରେ ଲାଇଭଫିଚର ସଫଳତା ପାଇବା ପରେ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଟିଭି ପରି କାର୍ଯ୍ୟକ୍ରମ କରିବାକୁ ଫେସବୁକ୍‌ ଚିନ୍ତା କରୁଛି।

ବାଲ ଷ୍ଟ୍ରେଟ୍‌ ଜେନେରାଲ କହିଛନ୍ତି,“ଫେସବୁକ୍‌ ଟିଭି ପରି କାର୍ଯ୍ୟକ୍ରମ କରିବାକୁ ଚାହୁଁଛି। ଏଥିରେ ଖେଳ ଠାରୁ ଆରମ୍ଭ କରି ବିଜ୍ଞାନ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଏହା ସହ ଅନ୍ୟ ଶିକ୍ଷଣୀୟ ବିଷୟ,ଜୀବନଶୈଳୀ ଓ ଗ୍ଲାମର,ଗୀତ ଓ ନାଚ ମଧ୍ୟ ଦେଖିବାକୁ ମିଳିବ।”

ଫେସବୁକ୍‌ରେ ସପ୍ତାହିକ ଧାରାବାହିକ ମଧ୍ୟ ପ୍ରସାରଣ କରାଯିବ। ଯାହାର ଅବଧି ଅଧ ଘଣ୍ଟାଏ ରହିବ ବୋଲି  ଷ୍ଟ୍ରେଟ୍‌ ଜେନେରାଲ କହିଛନ୍ତି।

ଏହି କାର୍ଯ୍ୟକ୍ରମ କରିବାକୁ ମୋଟାଅଙ୍କର ଅର୍ଥର ଆବଶ୍ୟକତା ରହିଛି। ସୋସିଆଲ ନେଟୱକିଂ ଜିଆଣ୍ଟ ମୋଟାଅଙ୍କର ସହାୟତା ଦେବା ପାଇଁ ହାତ ବଢ଼ାଇଛି।

Related story