ସାମ୍ପୁ କରିବା ପରେ ଚୁଟି ଶୁଖାଇବାର ନୂଆ ଉପାୟ…ଦେଖନ୍ତୁ, କାମରେ ଲଗାଇ ପାରିବେ କି ନାହିଁ ଭାବନ୍ତୁ

Ordigital Desk
  • Published: Sunday, 11 June 2017
  • , Updated: 11 June 2017, 02:23 PM IST
<p>ନୂଆଦିଲ୍ଲୀ: ସାଧାରଣତଃ ଚୁଟି ସାମ୍ପୁ କରିବା ପରେ ଅନେକ ଲୋକ ଖରା କିମ୍ୱା ହେୟାର ଡ୍ରାୟରରେ ଏହାକୁ ଶୁଖାଉଥିବା ଆପଣ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଚୁଟି ଶୁଖାଇବାର ଏକ ନୂଆ ପଦ୍ଧତି ଦେଖାଇବୁ ଯାହାକୁ ଦେଖିଲା ମାତ୍ରେ ନହସି ଆପଣ ରହିପାରିବେ ନାହିଁ।</p> <p>ଏଥିରେ ଜଣେ ବ୍ୟକ୍ତି ବାଇକ୍&zwnj; ସାହାଯ୍ୟରେ ଚୁଟି ସଫା କରିବା ପରେ ଶୁଖାଇବା ପାଇଁ ଚେଷ୍ଟା କରୁଛି। ଏହି ଭିଡିଓ ଗତ ମାସରେ ସିଚୁଆନ୍&zwnj; ଅଞ୍ଚଳ ଜିଆଙ୍ଗରେ ତିଆରି ହୋଇଛି। ୩ ଜଣ ଯୁବକଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି।&nbsp; ଜଣେ ଯୁବକ ବାଇକଟି ଷ୍ଟାଟ୍&zwnj; ଆରମ୍ଭ କରିବା ମାତ୍ରେ ଗିୟର ପରିବର୍ତ୍ତନ କରୁଛି। ଆଉ ଜଣେ ଯବୁକ ବାଇକ୍&zwnj;ରେ ପଛ ଭାଗରେ ଶୋଇ ରହିଛି। ବାଇକ୍&zwnj; ଷ୍ଟାଟ୍&zwnj; ହେବା ପରେ ଚକ ବୁଲିବା କ୍ଷଣି ଏକ ପାତ୍ରରେ ଥିବା ପାଣି ପଛରେ ଥିବା ଯୁବକର ମୁଣ୍ଡକୁ &nbsp;ଧୋଇ ଦେଉଛି।&nbsp; ଚୁଟି ଧୋଇସାରିବା ପରେ ବାଇକ୍&zwnj; ସାଇଲେନ୍ସରୁ ବାହାରୁ ଥିବା ଧୂଆଁ ଚୁଟିକୁ ଶୁଖାଉଛି।</p>

Related story