କମ୍ପ୍ୟୁଟର୍‌ର ଏହି ସର୍ଟକର୍ଟ ‘କି’ ବିଷୟରେ ଜାଣିଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଜିର ସମୟରେ କମ୍ପ୍ୟୁଟରର ବ୍ୟବହାର ଅପରିହାର୍ଯ୍ୟ ହୋଇଗଲାଣି। ସମସ୍ତ ଛୋଟବଡ଼ ସରକାରୀ ଓ ବେସରକାରୀ ସଂସ୍ଥାରେ କମ୍ପ୍ୟୁଟର୍ ବ୍ୟବହାର ହେଉଛି। ତେବେ କମ୍ପ୍ୟୁଟର୍‌ ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ସଫ୍ଟୱେର ରହିଛି। ଏହିସବୁ ସଫ୍ଟୱେର ରେ ଖବ୍‌ଶୀଘ୍ର ଓ କମ୍‌ ସମୟରେ ଅଧିକ କାମ କାମ କରିବା ପାଇଁ କିଛି ସର୍ଟକର୍ଟ ‘କି’ ମଧ୍ୟ ରହିଛି। ଏହାକୁ ଜାଣିଲେ ଆପଣ ଖୁବ୍‌ ଶୀଘ୍ର ଓ କମ୍‌ ସମୟରେ ଅଧିକ କାମ କରିପାରିବେ। […]

com

Puspanjali Panda
  • Published: Monday, 19 August 2019
  • , Updated: 19 August 2019, 06:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଜିର ସମୟରେ କମ୍ପ୍ୟୁଟରର ବ୍ୟବହାର ଅପରିହାର୍ଯ୍ୟ ହୋଇଗଲାଣି। ସମସ୍ତ ଛୋଟବଡ଼ ସରକାରୀ ଓ ବେସରକାରୀ ସଂସ୍ଥାରେ କମ୍ପ୍ୟୁଟର୍ ବ୍ୟବହାର ହେଉଛି। ତେବେ କମ୍ପ୍ୟୁଟର୍‌ ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ସଫ୍ଟୱେର ରହିଛି। ଏହିସବୁ ସଫ୍ଟୱେର ରେ ଖବ୍‌ଶୀଘ୍ର ଓ କମ୍‌ ସମୟରେ ଅଧିକ କାମ କାମ କରିବା ପାଇଁ କିଛି ସର୍ଟକର୍ଟ ‘କି’ ମଧ୍ୟ ରହିଛି। ଏହାକୁ ଜାଣିଲେ ଆପଣ ଖୁବ୍‌ ଶୀଘ୍ର ଓ କମ୍‌ ସମୟରେ ଅଧିକ କାମ କରିପାରିବେ। ଫଟରେ ଆସନ୍ତୁ ଜାଣନ୍ତୁ କେତେକ ଦରକାରୀ ସଫ୍ଟୱେରର ସର୍ଟକର୍ଟ ‘କି’।

 

 

 

 

 

 

ଏହି ସମସ୍ତ ଫଟୋ ଫେସ୍‌ବୁକରୁ ନିଆଯାଇଛି

Related story