ନୂଆ କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଥିବା ଲଦାଖ ବିଷୟରେ ଅଧିକ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତିଙ୍କ ଅନୁମୋଦନରେ ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ରାଜ୍ୟସଭାକୁ ଅବଗତ କରାଇଛନ୍ତି। ଏଥିସହ ସେ  ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ଲାଗି ରାଜ୍ୟସଭାରେ ଅନ୍ୟ ଏକ ପ୍ରସ୍ତାବ ରଖିଛନ୍ତି। ଏହାର ନାଁ ରାଜ୍ୟ ପୁର୍ନଗଠନ ବିଲ୍‌ ରଖାଯାଇଛି। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ […]

ladakh2

ladakh2

Chinmayee Roy
  • Published: Monday, 05 August 2019
  • Updated: 05 August 2019, 04:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତିଙ୍କ ଅନୁମୋଦନରେ ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ରାଜ୍ୟସଭାକୁ ଅବଗତ କରାଇଛନ୍ତି। ଏଥିସହ ସେ  ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ଲାଗି ରାଜ୍ୟସଭାରେ ଅନ୍ୟ ଏକ ପ୍ରସ୍ତାବ ରଖିଛନ୍ତି। ଏହାର ନାଁ ରାଜ୍ୟ ପୁର୍ନଗଠନ ବିଲ୍‌ ରଖାଯାଇଛି।

ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବାକୁ ଥିଲେ ହେଁ ଏଠାରେ ଚଣ୍ଡିଗଡ଼ ଭଳି କୌଣସି ବିଧାନସଭା ରହିବ ନାହିଁ। ତେବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ। ଏଥିସହ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବାକୁ ଥିବାରୁ ଏଠାରେ କେନ୍ଦ୍ର ସରକାରଙ୍କ ଶାସନ ଚାଲିବ।

ଲଦାଖ ଉତ୍ତରରେ କୋରାକୋରମ୍ ପର୍ବତ ଓ ଦକ୍ଷିଣରେ ହିମାଳୟ ପର୍ବତ ମଝିରେ ଅବସ୍ଥିତ । ଏହି ସ୍ଥାନଟି ଭାରତୀୟ ଓ ତିବ୍ବତୀୟମାନଙ୍କ ବାସସ୍ଥଳୀ। ଲଦାଖର ଉତ୍ତରରେ ଚାଇନା ତଥା ପୂର୍ବରେ ତିବ୍ବତର ସୀମା ରହିଛି। ଅକସାଇ ଚୀନ ହେଉଛି ଭାରତ ଓ ଚୀନ ମଧ୍ୟରେ ଥିବା ଏକ ବିବାଦୀୟ ଅଞ୍ଚଳ। ଏହାର ଅଧା ଚାଇନା ହୋଟାନ କାଉଣ୍ଟିର ଅଂଶ ବୋଲି ଚାଇନା କହୁଥିବା ବେଳେ ଭାରତ ମଧ୍ୟ ଏହା ଲଦାଖର ଅଂଶ ବୋଲି ଦାବି କରୁଛି। ୧୯୬୨ ମସିହାରେ ଅକସାଇ ଓ ଅରୁଣାଚଳପ୍ରଦେଶକୁ ନେଇ ଚାଇନା ଓ ଭାରତ ମଧ୍ୟରେ ଏକ ବଡ଼ ଯୁଦ୍ଧ ହୋଇଥିଲା। କିନ୍ତୁ ୧୯୯୩ ଓ ୧୯୯୬ ମସିହାରେ ଭାରତ ଓ ଚାଇନା ଚୁକ୍ତିବଦ୍ଧ ହୋଇଥିଲେ ଯେ ନିଜ ନିଜ ସୀମା ଭିତରେ ଦୁଇଦେଶ ନିୟନ୍ତ୍ରଣର ସହିତ ରହିବେ। ୧୯୭୪ ଠାରୁ ଭାରତ ସଫଳତାର ସହିତ ଲଦାଖ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେଇଥିଲା। ଲଦାଖ ଜମ୍ମୁ କାଶ୍ମୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଭାରତୀୟ ସୈନ୍ୟବାହିନୀ ସବୁ ବେଳେ ସଜାଗ ରହିଥାଏ ।

ଲଦାଖର ବଡ଼ ସହର ହେଉଛି ଲେହ। ଲଦାଖର ଜନବସତି ଅଧା ଲେହ ଓ ଅଧା କାର୍ଗିଲ୍‌ ଜିଲ୍ଲାରେ ରହିଛି। ୨୦୧୧ ଜନଗଣନା ଅନୁଯାୟୀ କାର୍ଗିଲର ସମୂଦାୟ ଜନସଂଖ୍ୟା ହେଉଛି ୧ ଲକ୍ଷ ୪୦ ହଜାର ୮୦୨ ଯେଉଁଥିରୁ ୭୬.୮୭ ପ୍ରତିଶତ ହେଉଛନ୍ତି ଶିୟା ମୁସଲିମ୍‌। ସେହିପରି ଲେହର ଜନସଂଖ୍ୟା ୧ ଲକ୍ଷ ୩୩ ହଜାର ୪୮୭ ଯେଉଁଥିରେ ୬୬.୪୦ ପ୍ରତିଶତ ତିବତୀୟ ବୌଦ୍ଧ ଧର୍ମୀ।  ଲଦାଖର ସମୁଦାୟ ଜନ ସଂଖ୍ୟା ହେଉଛି ୨ ଲକ୍ଷ ୭୪ ହଜାର ୨୮୯ ଓ ସେଥିମଧ୍ୟରୁ ଅଧିକାଂଶ ଲଦାଖର ବାସିନ୍ଦା ହେଉଛନ୍ତି ଶିୟା ମୁସଲିମ ଓ ଅନ୍ୟମାନେ ଅଧିକାଂଶ ତିବତୀୟ ବୌଦ୍ଧ ଧର୍ମୀ ।

ଲଦାଖର ଅନେକ ସ୍ଥାନର ଶିଳାଲେଖରୁ ଜଣାପଡ଼େ ଯେ ଏହି ସ୍ଥାନ ପ୍ରସ୍ତରଯୁଗ କାଳରୁ ସ୍ଥାପିତ। ଲଦାଖର ଜୀବନରେଖା ହେଉଛି ସିନ୍ଧୁ ନଦୀ। ସିନ୍ଧୁ ନଦୀ ହିନ୍ଦୁ ଧର୍ମର ଏକ ପବିତ୍ର ନଦୀ ଯାହା କି କେବଳ ଲଦାଖରେ ହିଁ ପ୍ରବାହିତ।

ଏଠାକାର ସଂସ୍କୃତି ଓ ଇତିହାସ ତିବ୍ବତୀୟ ମାନଙ୍କ ସହିତ ଜଡ଼ିତ। ଲଦାଖ ନିଜର ସୁନ୍ଦର ବରଫ ଯୁକ୍ତ ପାହାଡ଼ ଓ ଏଠାକାର ସଂସ୍କୃତିକୁ ନେଇ ଲୋକପ୍ରିୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story