ଶ୍ରଦ୍ଧାଙ୍କ ପରିଚୟ ମାଗୁଛି ଓଡ଼ିଶା

  • Published: Saturday, 30 September 2023
  • , Updated: 30 September 2023, 05:04 PM IST

ରାଜନୀତିରେ ଶ୍ରଦ୍ଧା, ଉଠୁଛି ପଡୁଛି ରାଜ୍ୟ ରାଜନୀତି । କିଏ ସେହି ଶ୍ରଦ୍ଧା ? କେମିତି ହେଲା ପରିଚୟ ? ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଝିଅଟି କିଏ ? ତାଙ୍କୁ ସାଥିରେ ନେବାର ଉଦ୍ଦେଶ୍ୟ କଣ ? ତାଙ୍କର ଦୈନନ୍ଦିନ କାମ କଣ ଥିଲା? କିଏ ତାଙ୍କୁ ଫ୍ଲାଇଟ ଟିକେଟ ଦେଇଥିଲା ?

Related story