'ବାପା ବିଧାୟକ ହୋଇଥିଲେ ମୋତେ ଟିକେଟ୍ ମିଳିଥାନ୍ତା'

  • Published: Wednesday, 20 March 2024
  • , Updated: 20 March 2024, 04:46 PM IST

କାହିଁକି ଦଳ ଛାଡ଼ିଲେ ଅରିନ୍ଦମ ? ଅରିନ୍ଦମଙ୍କୁ କଣ କହିଲେ ବବି ? ଏବେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ? ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହେଉଛନ୍ତି ଅରିନ୍ଦମ ରାୟ। ଦଳରେ ତାଙ୍କୁ ଉପେକ୍ଷିତ କରାଯାଉଥିଲା ? ଯେହେତୁ ସେ ପଲିଟିକାଲ ବ୍ୟାକଗ୍ରାଉଣ୍ଡରୁ ଆସି ନାହାଁନ୍ତି ତେଣୁ ତାଙ୍କୁ ଅଣଦେଖା କରାଯାଉଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Related story