କାହା ଚାପରେ ସସପେଣ୍ଡ ?

  • Published: Sunday, 16 July 2023
  • , Updated: 16 July 2023, 12:39 PM IST

ହଠାତ୍ କାହିଁକି ଏବେ ସସପେଣ୍ଡ ପାଇଁ ମନେ ପଡିଲା। ଓ୍ୱାର୍ଣ୍ଣିଂ ନଦେଇ କାର୍ଯ୍ୟାନୁଷ୍ଠାନ କେତେ ଠିକ ? ଦଳ ପାଇଁ ଏହା ଲାଭ ହେବ ତ ? କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ସସପେଣ୍ଡ କରି ଶୃଂଖଳା ରକ୍ଷା ବାର୍ତ୍ତା ଦେଲା କି ଦଳ । ଆଲୋଚନା ମାଧ୍ୟମରେ କଣ ସମାଧାନ ହୋଇ ପାରିନଥାଆନ୍ତା ? ଜାତୀୟ ସ୍ତରରେ ଦଳ ଏକଜୁଟ ହେଉଛି, ରାଜ୍ୟରେ ଛିଣ୍ଡୁଛି !

Related story