ଧର୍ମେନ୍ଦ୍ର ମୃତ୍ୟୁ ଓ ଅର୍ଚ୍ଚନା ନାଗ କେଳେଙ୍କରୀରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ପଦ୍ମପୁର ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ସମ୍ପୃକ୍ତି ଅଭିଯୋଗ ଥିବା ନିଜର ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ଦାୟିତ୍ୱ ନ୍ୟସ୍ତ କରିଛି । ଏମାନଙ୍କ ବ୍ୟତୀତ ଧାମନଗର ନିର୍ବାଚନରେ ଦଳ ପାଇଁ ବିପର୍ଯ୍ୟୟ ଆଣିଥିବା କିଛି ଅନଭିଜ୍ଞ ନେତାଙ୍କୁ ବି ଏଥର ପଦ୍ମପୁର ନିର୍ବାଚନ ପରିଚାଳନାରେ ସାମିଲ ଗତ […]

BJD

BJD

Ordigital Desk
  • Published: Friday, 11 November 2022
  • Updated: 12 November 2022, 02:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ସମ୍ପୃକ୍ତି ଅଭିଯୋଗ ଥିବା ନିଜର ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ଦାୟିତ୍ୱ ନ୍ୟସ୍ତ କରିଛି । ଏମାନଙ୍କ ବ୍ୟତୀତ ଧାମନଗର ନିର୍ବାଚନରେ ଦଳ ପାଇଁ ବିପର୍ଯ୍ୟୟ ଆଣିଥିବା କିଛି ଅନଭିଜ୍ଞ ନେତାଙ୍କୁ ବି ଏଥର ପଦ୍ମପୁର ନିର୍ବାଚନ ପରିଚାଳନାରେ ସାମିଲ ଗତ ପ୍ରାୟ ଏକମାସ ଧରି ଏହି ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଲାଗି ରହିଥିବାବେଳେ ବିଜେଡି ଉକ୍ତ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରି ପରୋକ୍ଷରେ ସେମାନଙ୍କ ଉପରେ ଲାଗିଥିବା କଳଙ୍କର ଦାଗକୁ ଲିଭାଇବାକୁ ପ୍ରୟାସ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ , ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତିକୁ ନେଇ ଅଡିଓ ଟେପ୍ ଓ ବିବାଦୀୟ ଭୂମିକାର ତଦନ୍ତ ପାଇଁ ବିଜେପି ଦାବି କରୁଥିବା ସତ୍ତ୍ୱେ ବିଜେଡି ତାଙ୍କୁ ପଦ୍ମପୁର ଉପନିର୍ବାଚନରେ ପଂଚାୟତ ଦାୟିତ୍ୱ ନ୍ୟସ୍ତ କରିଛି । ବିଜେଡି ସୂତ୍ର ଅନୁସାରେ, ପଦ୍ମପୁର ବ୍ଲକ ଦାୟିତ୍ୱରେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରହିଥିବାବେଳେ ଏହି ବ୍ଲକର ଏକ ନମ୍ବର ଜୋନ୍ ନିର୍ବାଚନ ପରିଚାଳନା ଦାୟିତ୍ୱରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଛନ୍ତି । ଆଉ ସେହି ଜୋନରେ ଥିବା ମୋଟ ୭ଟି ପଂଚାୟତ ମଧ୍ୟରୁ ବାରିକେଳ ପଂଚାୟତର ନିର୍ବାଚନୀ ପରିଚାଳନା କାର୍ଯ୍ୟ ମନ୍ତ୍ରୀ ସମୀର ଦାଶଙ୍କୁ ମିଳିଛି । ଦଳ ସେଠାରେ ତାଙ୍କୁ ଦାୟିତ୍ୱ ଦେଇ ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହୁଁଛି । ଯଦିଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଅଡିଓ ଟେପ ଓ ଅନ୍ୟାନ୍ୟ ପାରିପାର୍ଶିକ ଦସ୍ତାବିଜକୁ ଆଧାର କରି ଉଭୟ ବିଜେପି ଓ କଂଗ୍ରେସ ଦ୍ୱାରା ମନ୍ତ୍ରୀ ଶ୍ରୀ ଦାଶଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଉଛି ।

ସେହିପରି ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅର୍ଚ୍ଚନା ନାଗଙ୍କ ସହ ସମ୍ପର୍କକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ପ୍ରତାପ ଦେବ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ବିଜେଡି ସେମାନଙ୍କ ଉପରେ ଭରସା କରିଛି। ମନ୍ତ୍ରୀ ପ୍ରତାପ ଦେବଙ୍କୁ ଝାରବନ୍ଧ ବ୍ଲକ ଦାୟିତ୍ୱ, ପ୍ରତାପ ଜେନାଙ୍କୁ ପଦ୍ମପୁର ବ୍ଲକର ଦୁଇ ନମ୍ବର ଜୋନ୍ ଦାୟିତ୍ୱ ଦେଇଥିବାବେଳେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସେହି ବ୍ଲକର ତିନି ନମ୍ବର ଜୋନର ଦହିତା ପଂଚାୟତରେ ବିଜେଡି ଭୋଟ୍ ସଜାଡ଼ିବା ଦାୟିତ୍ୱ ନ୍ୟସ୍ତ ହୋଇଛି।

ତେବେ ଧାମନଗରରେ ଅନଭିଜ୍ଞଙ୍କ ମାମଲାତି ତଥା ଯୁବ ଓ ଛାତ୍ର ନେତାଙ୍କୁ ଧରି ନିର୍ବାଚନୀ ବୈତରଣୀ ପାର ହେବାର ତିକ୍ତ ଅନୁଭୂତି ବିଜେଡିକୁ ମିଳିବା ପରେ ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ନିଜର ରଣନୀତିରେ ପରିବର୍ତ୍ତନ କରି ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କୁ ପଂଚାୟତ ଦାୟିତ୍ୱ ଦେଇଥିଲେ ମଧ୍ୟ ବିବାଦୀୟ ନେତାମାନଙ୍କୁ ସାମିଲ କରି ନିଜ ପାଇଁ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି ।

ଉଲ୍ଲେଖଯୋଗ୍ୟ, ପଦ୍ମପୁର ବିଧାନସଭାର ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକର ମୋଟ ୮ଟି ଜୋନ୍ ଓ ପଦ୍ମପୁର ଏନଏସିର ୧୧ଟି ୱାର୍ଡ ପାଇଁ ବିଜେଡି ନିଜର ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ନିର୍ବାଚନୀ ପରିଚାଳନା ଦାୟିତ୍ୱ ଦେଇଛି । ଅବଶ୍ୟ ସୁଶାନ୍ତ ସିଂ ସମଗ୍ର ଉପନିର୍ବାଚନର ପରିଚାଳନା ଦାୟିତ୍ୱରେ ଥିବାବେଳେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଚାର ଦାୟିତ୍ୱ ବୁଝିବେ । ଉପନିର୍ବାଚନ ପାଇଁ ପଦ୍ମପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ-ମନ୍ତ୍ରୀ ନବ ଦାସ ଓ ଝାରବନ୍ଧ ବ୍ଲକ-ରାଜେନ୍ଦ୍ର ଢ଼ୋଲକିଆଙ୍କୁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଆଉ ପଦ୍ମପୁରର ୩ଟି ଜୋନ ଦାୟିତ୍ୱରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା ଓ ସରୋଜ ମେହେର ରହିଥିବାବେଳେ ମନ୍ତ୍ରୀ ରୋହିତ ପୂଜାରୀ,ଜଗନ୍ନାଥ ସାରକା, ଶ୍ରୀକାନ୍ତ ସାହୁ ଓ ସମୀର ଦାଶ, ବିଧାୟକ ପର୍ଶୁରାମ ଧଡ଼ା,ରୁଦ୍ର ମହାରଥୀ, ଦେବେଶ ଆଚାର୍ଯ୍ୟ, ସୂରୂପ ଦାଶ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ଓ ସାଂସଦ ରମେଶ ମାଝୀଙ୍କ ସମେତ ବରିଷ୍ଠ ନେତା ପ୍ରଭାସ ସିଂ, ନଳିନୀକାନ୍ତ ପ୍ରଧାନ,ପ୍ରଦୀପ ମାଝୀ, ବିଜୟ ନାୟକ, ସଂଗ୍ରାମ ପାଇକରାୟ, ଶିଶିର ପରିଜା, ରୋମାଂଚ ରଞ୍ଜନ ବିଶ୍ୱାଳ ଓ ଅନୁଭବ ପଟ୍ଟନାୟକ ପ୍ରମୁଖଙ୍କୁ ପଦ୍ମପୁର ବ୍ଲକର ୩ଟି ଜୋନର ମୋଟ ୨୨ଟି ପଂଚାୟତ ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ, ବିଜେପି ନିଜର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାଁ ଚୂଡ଼ାନ୍ତ କରିଥିବାବେଳେ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କଲେ ସ୍ଥାନୀୟ ସାମାଜିକ ଓ ରାଜନୀତିକ କାରଣରୁ ବିଜେଡିକୁ ପରାଜୟର ସମ୍ମୁଖୀନ ହେବାର ଆଶଙ୍କା ଥିବାରୁ ଦଳ ଏବେ ଅନ୍ୟ ବିକଳ୍ପ ଉପରେ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story