ଆସନ୍ତାକାଲି ମରୁଡିଗ୍ରସ୍ତ ଅଞ୍ଚଳର ଆରଆଇ ଅଫିସ ସର୍କଲ ଘେରାଉ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ମରୁଡିଗ୍ରସ୍ତ ଅଞ୍ଚଳର ସମସ୍ତ ଆରଆଇ ସର୍କଲକୁ ଘେରାଉ କରିବ ବିଜେପି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ସରକାରଙ୍କ ପାଖରେ ମରୁଡି ସମ୍ପର୍କିତ ତଥ୍ୟ ନାହିଁ। ଚାଷୀଙ୍କ କେତେ ଜମି ମରୁଡିଗ୍ରସ୍ତ ହୋଇଛି ତାର ଏକ ରିପୋର୍ଟ ପ୍ରସ୍ତୁତ କରି ବିଜେପି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ।

BJP

Rakesh Mallick
  • Published: Tuesday, 22 September 2015
  • , Updated: 23 September 2015, 11:26 AM IST

Related story