ବନ୍ଦର ନଗରୀ ପାରାଦୀପ। ଏଠି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଦବ୍ଦବା ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। ବାପାଙ୍କ ପରି ସେ ନିଜର ପତିଆରା ଜାହିର କରିଥିଲେ। ସେ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ପରାସ୍ତ କରି ବିଧାନସଭାରେ ପହଞ୍ଚିଥିଲେ। ହେଲେ ଆଜି ପାରାଦୀନ ରାଜନୀତି କଡ଼ ଲେଉଟାଇଛି। ବାପି ସର୍ଖେଲଙ୍କ ପତ୍ନୀ ମୋନାଦୀପା ବିଜେଡିରେ ମିଶିଛନ୍ତି। ତେଣୁ ଚର୍ଚ୍ଚା ହେଉଛି, କାହାର ପକ୍ଷ ଚ୍ଛେଦନ ପାଇଁ ବିଜେଡିକୁ ଗଲେ ମୋନିଦୀପା? ଦେଖନ୍ତୁ ପୂରା ରିପୋର୍ଟ।