ବିଜେପି-ବିଜେଡି ହେବ କି ମେଣ୍ଟ ?

  • Published: Wednesday, 06 March 2024
  • , Updated: 06 March 2024, 04:26 PM IST

ହୋଇଯିବ କି ମେଣ୍ଟ ? ଅପରାହ୍ନରେ ବିଜେଡି ଓ ସନ୍ଧ୍ୟାରେ ବିଜେପି ବୈଠକ। ନିର୍ବାଚନ ପାଇଁ ବିଜେପି, ବିଜେଡିର ଘନ ଘନ ବୈଠକ ଚାଲିଛି। ତେବେ ୧୫ ବର୍ଷ ପରେ ବିଜେଡି-ବିଜେପି ଭିତରେ ପୁଣି ହୋଇପାରେ ମେଣ୍ଟ! ଆଜି ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକରା। ସଭାପତି, ସଂଗଠନ ସଂପାଦକ, କୋର୍‌ କମିଟି ସଦସ୍ୟଙ୍କୁ ଡକରା। ସଂଧ୍ୟା ୫ଟାରେ ଦିଲ୍ଲୀରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିବେ କେନ୍ଦ୍ର ନେତା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Related story