ବାପାଙ୍କ ଗଡ଼ ଜଗିଛନ୍ତି ପୁଅ

  • Published: Wednesday, 20 March 2024
  • , Updated: 20 March 2024, 04:24 PM IST

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଆଉ ଏଥର ରାଜନୀତି ମୈଦାନରେ ନୂଆ ଜେନେରେସନ୍। ବାପାଙ୍କ ଗଡ଼ ଜଗିବା ସହ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ପ୍ରସ୍ତୁତ ପୁଅ। ତେବେ ଏଠି ପ୍ରଶ୍ନ ଉଠୁଛି, ନୂଆ ପିଢିଙ୍କୁ କେତେ ଗ୍ରହଣ କରିବେ ଜନତା? ବାପାଙ୍କ ପତିଆରା ବଜାୟ ରଖିବାକୁ ସକ୍ଷମ ହେବେ ତ ପୁଅମାନେ? ଦେଖନ୍ତୁ ପୂରା ରିପୋର୍ଟ।  

Related story