ନୂଆବର୍ଷରେ ବିଜେଡିର ଥଇଥାନ ସ୍କିମ୍ : ୧୧୪ ଜଣ ଦଳୀୟ କର୍ମୀଙ୍କୁ ସରକାରୀ ପଦବୀରେ ଥଇଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷ ପୂର୍ବ ରାତିରେ ବିଜେଡି ନିଜର ଥଇଥାନ ସ୍କିମରେ ଦଳର ୧୧୪ଜଣ ଆଗଧାଡ଼ିର କର୍ମୀଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛି । ପୂର୍ବରୁ ଗତ ଅକ୍ଟୋବର ମାସରେ ୩୭ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ସରକାରୀ ପଦବୀରେ ଥଇଥାନ କରାଯାଇଥିଲା । ନିର୍ବାଚନ ପୂର୍ବରୁ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଶାସକ ବିଜେଡି ପକ୍ଷରୁ ନିଜର କର୍ମୀ ଓ ଆଗଧାଡ଼ିର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଉଛି, ଯାହାକି […]

bjd

bjd

Ordigital Desk
  • Published: Saturday, 31 December 2022
  • Updated: 31 December 2022, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷ ପୂର୍ବ ରାତିରେ ବିଜେଡି ନିଜର ଥଇଥାନ ସ୍କିମରେ ଦଳର ୧୧୪ଜଣ ଆଗଧାଡ଼ିର କର୍ମୀଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛି । ପୂର୍ବରୁ ଗତ ଅକ୍ଟୋବର ମାସରେ ୩୭ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ସରକାରୀ ପଦବୀରେ ଥଇଥାନ କରାଯାଇଥିଲା । ନିର୍ବାଚନ ପୂର୍ବରୁ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଶାସକ ବିଜେଡି ପକ୍ଷରୁ ନିଜର କର୍ମୀ ଓ ଆଗଧାଡ଼ିର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଉଛି, ଯାହାକି ବିଜେଡି ଇତିହାସରେ ସର୍ବାଧିକ ଥଇଥାନ ବୋଲି ଜଣାପଡ଼ିଛି । ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବୀରେ ୪ଜଣ, ଉପଦେଷ୍ଟା ଭାବେ ୨୮ଜଣ, ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ୯ଜଣ ସଦସ୍ୟ ଓ ରାଜ୍ୟ ସମାଜମଙ୍ଗଳ ବୋର୍ଡ ସଦସ୍ୟ ଭାବେ ୮ଜଣ ଏବଂ ୪ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦରେ ୬୫ଜଣଙ୍କୁ ଥଇଥାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଟିକେଟ ଆଶାରେ ସରକାରୀ ଚାକିରି ଛାଡ଼ିଥିବା ମହେନ୍ଦ୍ର କୁମାର ବଢ଼େଇଙ୍କୁ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ କରାଯାଇଥିବାବେଳେ ସୁବାସ ଚନ୍ଦ୍ର ପାତ୍ରଙ୍କୁ ରାଜ୍ୟ ମତ୍ସ୍ୟ ଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଓ ଏସକେ ନିଜାମୁଦ୍ଦିନଙ୍କୁ ୱାକଫ୍ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିପରି କଲ୍ୟାଣୀ ନାୟକଙ୍କୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଛି।

ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ୮ଜଣ ସଦସ୍ୟା ଭାବେ ହୀନା ବେହେରା, ଶାରଳା ସ୍ୱାଇଁ, ଚନ୍ଦ୍ରଲେଖା ପଟ୍ଟନାୟକ, ସସ୍ମିତା ନନ୍ଦ, ସାଗରିକା ମିଶ୍ର, ଦେବସ୍ମିତା ଦାସ, ରିଜୱାନା ବେଗମ ଓ ବାସନ୍ତୀ ସିଂଙ୍କୁ ସାମିଲ କରାଯାଇଛି।

ସେହିପରି ୯ଜଣ ଦଳୀୟ କର୍ମୀଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବେ ଥଇଥାନ କରାଯାଇଛି । ସେମାନେ ହେଲେ ବୈକୁଣ୍ଟ ନାୟକ-ସୁନ୍ଦରଗଡ଼, ଅବିନାଶ ଠାକୁର- କଳାହାଣ୍ଡି, ହଂସରାଜ ଜୈନ- ବଲାଙ୍ଗିର, ସୁବୋଧ ପ୍ରଧାନ- ବୌଦ୍ଧ, ଗତିକୃଷ୍ଣ ମିଶ୍ର-ବରଗଡ଼, ଭୂପିନ୍ଦର ପ୍ରସାଦ ନାୟକ- ଦେବଗଡ଼, ମନ୍ଦାକିନୀ ବେଗଲ-ନୂଆପଡ଼ା, ମିତ୍ରଭାନୁ ସାହୁ-ଝାରସୁୁଗୁଡ଼ା ଓ ଯାଜ୍ଞସେନୀ ନାଗଙ୍କୁ ସମ୍ବଲପୁରର ସଦସ୍ୟ ଭାବେ ସାମିଲ ହୋଇଛନ୍ତି।

ସେହିପରି ୨୮ଜଣ ଉପଦେଷ୍ଟା ଭାବେ ପ୍ରମୋଦ ପାଢ଼ୀ- ଓଡ଼ିଶା ଉଠାଜଳସେଚନ ନିଗମ ଉପଦେଷ୍ଟା, ସଞ୍ଜୟ ସେଠୀ- କ୍ୟାପିଟାଲ ହସ୍ପିଟାଲ ଉପଦେଷ୍ଟା, ସଂଯୁକ୍ତା ମହାନ୍ତି- ମମତା ଯୋଜନା ଉପଦେଷ୍ଟା, ପୁଷ୍ପାଞ୍ଜଳି ରଣା- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା, ତାହିରା ଖାତୁନ- ସଂଖ୍ୟାଲଘୁ ଉପଦେଷ୍ଟା, ହରିଶଙ୍କର ରାଉତ ଓ ଶାଶ୍ୱତୀ ମିଶ୍ର- ଜାଗା ମିଶନ ଉପଦେଷ୍ଟା, ନାରାୟଣ ସାହୁ- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପଦେଷ୍ଟା, ରାଜଶ୍ରୀ ମହାନ୍ତି, ଇପସିତା ସାହୁ, ମୀରା ପରିଡ଼ା- ମୁକ୍ତା ଯୋଜନା ଉପଦେଷ୍ଟା, ଶରତ ଚନ୍ଦ୍ର ପାତ୍ର , ଦିଲ୍ଲୀପ କୁମାର ସାହୁ-ବିଜୁ ସେତୁ ଯୋଜନା ଉପଦେଷ୍ଟା, ସୌଭାଗ୍ୟ ନାୟକ- ହସ୍ତତନ୍ତ ରାଜ୍ୟ ଯୋଜନା ଉପଦେଷ୍ଟା, କେ.ଶାନ୍ତି-ଏମକେସିଜି ମେଡିକାଲ କଲେଜ ଉପଦେଷ୍ଟା, ସ୍ୱପ୍ନାରାଣୀ ପାତ୍ରଙ୍କୁ ଏସସିବି ମେଡିକାଲ କଲେଜ ଉପଦେଷ୍ଟା, ସଞ୍ଜୟ ବାବୁ, ଶାରଦା ଜେନା-କାଳିଆ ଯୋଜନା ଉପଦେଷ୍ଟା, ସଞ୍ଜିତ ମହାନ୍ତି- କେନ୍ଦୁପତ୍ର ବିକାଶ ବୋର୍ଡ ଉପଦେଷ୍ଟା, ପୃଥ୍ୱୀରାଜ ସାହୁ- ଓବିସି ବ୍ୟାପାର ଉପଦେଷ୍ଟା, ଶିଶିର ପରିଜା- ଗଣଶିକ୍ଷା ବିଭାଗ ରାଜ୍ୟ ସ୍କଲାରସିପ୍ ଯୋଜନା ଉପଦେଷ୍ଟା ତନ୍ମୟ ସ୍ୱାଇଁ- ଉଚ୍ଚଶିକ୍ଷା ରାଜ୍ୟ ସ୍କଲାରସିପ୍ ଯୋଜନା ଉପଦେଷ୍ଟା, ସବିତା ମହାପାତ୍ର- ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା, ଅସିତ୍ ପଟ୍ଟନାୟକ ଓ ରଜତ ମହାପାତ୍ର- ମଧୁବାବୁ ପେନସନ ଯୋଜନା ଉପଦେଷ୍ଟା, ଏଲିନା ଦାଶ- ଅନ୍ୱେଷା ଓ ଆକାଂକ୍ଷା ଯୋଜନା ଉପଦେଷ୍ଟା, ଅପୂର୍ବା ଅପରୂପା-ବସୁଧା ଯୋଜନା ଉପଦେଷ୍ଟା ଭାବେ ଥଇଥାନ କରାଯାଇଛି । ଏହି ଉପଦେଷ୍ଟାମାନଙ୍କୁ କୌଣସି ଦରମା ମିଳିବ ନାହିଁ କିନ୍ତୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଭତ୍ତା ଯୋଗାଇ ଦିଆଯିବ । ପ୍ରଥମଥର ସରକାରୀସ୍ତରରେ ୨୮ଟି ଉପଦେଷ୍ଟା ପଦବୀ ସୃଷ୍ଟି କରାଯାଇ ଏଭଳି ଦଳୀୟ କର୍ମୀମାନଙ୍କୁ ଥଇଥାନ କରାଯାଇଛି ଯେଉଁମାନଙ୍କର ସେ ସମ୍ପର୍କରେ ସାମାନ୍ୟତମ ଜ୍ଞାନ ବି ନଥିବା ଚର୍ଚ୍ଚା ହେଉଛି।

ସେହିପରି ମୟୂରଭଞ୍ଜ,କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦରେ ମୋଟ ୬୫ଜଣଙ୍କୁ ଥଇଥାନ କରାଯାଇଛି । ସେଥିରେ ୧୨ଜଣ ଏକ୍ସପର୍ଟ ସଦସ୍ୟ ଥିବାବେଳେ ଅନ୍ୟ ସଦସ୍ୟମାନେ ବିଜେଡି ଦଳର।

ମୟୂରଭଞ୍ଜ ସ୍ୱତନ୍ତ୍ର ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ଭାବେ ରାସନ୍ତି ମହାକୁଡ଼, ଡଃ ଅଞ୍ଜଳି ତାପାରିଆ ଓ ନବୀନ ମହାନ୍ତଙ୍କୁ ସାମିଲ କରାଯାଇଥିବାବେଳେ ୧୧ଜଣ ସଦସ୍ୟ ଭାବେ କୁନୁ ମୁର୍ମୁ, ମିଶରା ବିଶ୍ୱା, ସମୟ ଚନ୍ଦ୍ର ପୃଷ୍ଟି, ସୁକାନ୍ତି ନାଏକ, ଚନ୍ଦ୍ରେ ସୋରେନ, ତ୍ରିଲୋଚନ ସିଂ, ଜୋଲେନ୍ ନାଏକ, ମାନକା ମାରାଣ୍ଡି, ଅନନ୍ତ ହେମ୍ବ୍ରମ, ନନ୍ଦଲାଲ ସିଂ ଓ ମହେନ୍ଦ୍ର ନାଥ ସର୍ଦ୍ଦାରଙ୍କୁ ନିଯୁକ୍ତି ମିଳିଛି।

ସେହିପରି କେନ୍ଦୁଝର ସ୍ୱତନ୍ତ୍ର ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ଭାବେ ପରେଶ କୁଅଁର, ମାନସିଂ ଦୁର୍ଗାପ୍ରସାଦ ନାୟକ ଓ କମଳା ଥାମ୍ବାଙ୍କୁ ସାମିଲ କରାଯାଇଥିବାବେଳେ ୧୩ଜଣ ସଦସ୍ୟ ଭାବେ ଜଗନ୍ନାଥ ଦେହୁରୀ, ମହେନ୍ଦ୍ର ନାୟକ, ବାଲିଆ ଜୁଆଙ୍ଗ, ନରୋତ୍ତମ ନାୟକ, ଗିରିଧର ନାଏକ, ମଙ୍ଗଳା ମୁଣ୍ଡା, ଦବରା ମୁଣ୍ଡା, ଉମେଶ ଚନ୍ଦ୍ର ମୁର୍ମୁ, ବାସନ୍ତୀ ବେହେରା, ରମ୍ବାବତୀ ଦେହୁରି, ସଞ୍ଜିତ ମୁଣ୍ଡା, ଦୁର୍ଯ୍ୟୋଧନ ନାଏକ ଓ ଦ୍ରୌପଦୀ ଦଣ୍ଡପାଟଙ୍କୁ ସାମିଲ କରାଯାଇଛି ।
ସେହିପରି କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ଭାବେ ସୂର୍ଯ୍ୟନାରାୟଣ ରଥ, ପାର୍ବତୀ ମୋସ୍ତି ଓ ହେମନ୍ତ ମହାପାତ୍ରଙ୍କ ସମେତ ସ୍ୱତନ୍ତ୍ର ସଦସ୍ୟ ଭାବେ ୪ଜଣ ପାରଦା କୁଲେସିକା, କମଳା ନାଏକ, ଉର୍ମିଳା ମୁଦୁଲି ଓ ମଙ୍ଗୁ ଦୁରୁଆଙ୍କୁ ନିଯୁକ୍ତି ମିଳିଛି । ସେହିପରି ସଦସ୍ୟ ଭାବେ ୧୭ଜଣ ଯଥା ପାଣ୍ଡି ବାଲୁ, ଲୋକନାଥ ଖୋରା, ସିନ୍ଦେରୀ ଅପ୍ପନା, ମହେଶ ଛେଣ୍ଡନାୟକ, ଶିବ ନାୟକ, ଟଙ୍କଧର ହାଲୱା, ରଜନୀକାନ୍ତ ରନ୍ଧାରୀ, ଲକ୍ଷ୍ମଣ ଗଡ଼ବା, ବିଦ୍ୟାନାଥ ନାୟକ, ବିଦ୍ୟାଧର ପୂଜାରୀ, ରବି ନାଚିକା, ଲୋଡ଼ୁ ହୁଲକା, ଦାଶରଥୀ ମୁଦୁଲି, କୁମୁଲୁ ଜାନି, ରାମଚନ୍ଦ୍ର ପାତ୍ର, ପର୍ଶୁରାମ ମୁଦୁଲି ଓ କୁମୁଟି ଜାନିଙ୍କ ସମେତ ମୋଟ ୨୪ଜଣଙ୍କୁ ଥଇଥାନ କରାଯାଇଛି।

ସେହିପରି ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ଭାବେ ତପନ ସାନା, ସୁରେନ୍ଦ୍ରନାଥ ରଥ ଓ ଟୁକୁଲୁ ପ୍ରଧାନଙ୍କ ସମେତ ସଦସ୍ୟ ଭାବେ ଦାରି ଲିଙ୍ଗା, ନରେନ୍ଦ୍ର ନାୟକ ଓ ଶାରଦା ପ୍ରସାଦ ଗୋଲପେଡ଼ା ଏବଂ ସ୍ୱତନ୍ତ୍ର ସଦସ୍ୟ ଭାବେ ଡହଣା ଟାଙ୍ଗୁଲୁ, ଏରମା କାବାସୀ,ରୀନା ପାଡ଼ିଆମୀ ଓ ଚୈତନ୍ୟ ଖିଲାଙ୍କ ସମେତ ମୋଟ ୧୧ଜଣଙ୍କୁ ନିଯୁକ୍ତି ମିଳିଛି।

ଦଳୀୟ ଅସନ୍ତୋଷକୁ ଏଡ଼ାଇବାକୁ ପ୍ରଥମଥର ପାଇଁ ଏତେ ସଂଖ୍ୟକ ବିଜେଡି କର୍ମୀମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରି ନୂଆବର୍ଷ ଭେଟି ଦେଇଥିବା ରାଜ୍ୟ ସରକାର ପରୋକ୍ଷରେ ରାଜ୍ୟ ରାଜକୋଷ ଉପରେ ଚାପ ପକାଇବାକୁ ପଛାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story