ନିଧିଙ୍କ ପାଇଁ ନିଜେ ବନେଇଥିବା ନିୟମ ଭାଙ୍ଗିଲେ ବବି

  • Published: Friday, 29 March 2024
  • , Updated: 29 March 2024, 07:14 PM IST

ବିଜେଡିର ଟ୍ରେଣ୍ଡ ସେଟର ଏବଂ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ନିଜ ପରିବାର ଲୋକଙ୍କୁ ଟିକେ ବି ଚାହିଁଲେନି । ଏଥିଯୋଗୁଁ ତାଙ୍କ ମାମୁ ଏବଂ ତାଙ୍କ ଭିଣୋଇ ବିଜେଡି ଛାଡି ଦେଇଥିଲେ। ଆଉ ଏହାପରେ ବିଜେଡିର ତୁଙ୍ଗ ନେତାମାନେ ସୋସିଆଲ ମିଡିଆରେ ବବିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏଥିରେ ଲେଖାଯାଇଥିଲା ଏମିତି ନେତା ପାଇଁ ବିଜେଡି ଆଜି ଗର୍ବିତ। ଦେଖନ୍ତୁ ପୂରା ରିପୋର୍ଟ। 

Related story