ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତାକୁ କଟାକ୍ଷ, ଆସନ୍ତାକାଲି ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧାମନଗରରେ ୧୩ଟି ନିର୍ବାଚନୀ ସଭାକୁ ଭର୍ଚୁଆଲ ମୋଡରେ ସମ୍ବୋଧିତ କରିବାକୁ ନେଇ ବିଜେପି କଟାକ୍ଷ କରିଛି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ କିଛି ନୂତନତ୍ୱ ନାହିଁ ଓ ଏହା ସ୍ୱାଭିମାନୀ ଧାମନଗରବାସୀଙ୍କୁ ପ୍ରଭାବିତ କରିବ ନାହିଁ ବୋଲି କହିଥିବାବେଳେ ଆସନ୍ତାକାଲି ପ୍ରଚାରର ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ଦଳୀୟ ପ୍ରାର୍ଥୀଙ୍କ […]

Jayanarayan Mishra

Jayanarayan Mishra

Ordigital Desk
  • Published: Monday, 31 October 2022
  • Updated: 31 October 2022, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧାମନଗରରେ ୧୩ଟି ନିର୍ବାଚନୀ ସଭାକୁ ଭର୍ଚୁଆଲ ମୋଡରେ ସମ୍ବୋଧିତ କରିବାକୁ ନେଇ ବିଜେପି କଟାକ୍ଷ କରିଛି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ କିଛି ନୂତନତ୍ୱ ନାହିଁ ଓ ଏହା ସ୍ୱାଭିମାନୀ ଧାମନଗରବାସୀଙ୍କୁ ପ୍ରଭାବିତ କରିବ ନାହିଁ ବୋଲି କହିଥିବାବେଳେ ଆସନ୍ତାକାଲି ପ୍ରଚାରର ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କଟାକ୍ଷ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ଭିଡିଓ ବାର୍ତ୍ତା ସ୍ୱାଭିମାନୀ ଧାମନଗରବାସୀଙ୍କୁ ପ୍ରଭାବିତ କରିବ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ରେକର୍ଡିଂ ଭିଡିଓ ବାର୍ତ୍ତାରେ ଯେଉଁ କଥାକୁ ଉଠାଇଛନ୍ତି ଏହି ବାର୍ତ୍ତାରେ କିଛି ନୂଆ ନାହିଁ । ବିଜେପୁରରେ ଦୁଇଟି ଉପନିର୍ବାଚନ, ପାଟକୁରା, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଉପନିର୍ବାଚନ ସମୟରେ କହିଥିବା ସମାନ କଥାକୁ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ସ୍କ୍ରିଫ୍ଟ ସମାନ, ରେକର୍ଡିଂ ସମାନ ଓ ପ୍ରସାରଣ ବି ସମାନ ଢଙ୍ଗରେ ହେଇଛି, ଯାହା ସ୍ୱାଭିମାନୀ ଧାମନଗରବାସୀଙ୍କ ସହ ଛଳନା ଭଳି ମନେ ହେଉଛି । ବିଗତ ଦିନରେ ଧାମନଗରବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଛଳନା କରିଥିବାରୁ ୨୦୧୯ ନିର୍ବାଚନରେ ବିଜେଡ଼ିକୁ ପରାସ୍ତ କରି ବିଜେପିର ନେତା ସ୍ୱର୍ଗୀୟ ବିଷ୍ଣୁ ସେଠୀଙ୍କୁ ଧାମନଗରବାସୀ ବିଜୟୀ କରିଥିଲେ ।

ମୁଖ୍ୟମନ୍ତ୍ରୀ ଭିଡ଼ିଓ ବାର୍ତ୍ତାରୁ ଲାଗୁଛି, ନିର୍ବାଚିତ ବିଧାୟକଙ୍କ ଦେହାବସାନ ହେଲେ ହିଁ ବିଜୁ ଜନତା ଦଳର ନେତାମାନେ ଦାୟିତ୍ୱ ନେବା ପାଇଁ ଆଗଭର ହୁଅନ୍ତି । ସାଢ଼େ ଚାରି କୋଟି ଓଡ଼ିଆଙ୍କର ପ୍ରତୀକ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଏହା କ’ଣ ଅସଲ ଚେହେରା ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ଓଡ଼ିଶାବାସୀ ଭଲ ଭାବରେ ଜାଣି ସାରିଲେଣି ଯେ, ମୁଖ୍ୟମନ୍ତ୍ରୀ ଯେଉଁ ଅଂଚଳର ଦାୟିତ୍ୱ ନେବାର ଘୋଷଣା କରନ୍ତି ସେ ଅଂଚଳରେ ବିକାଶ ତଳକୁ ଖସୁଥିବା ସେଠାକାର ଜନସାଧାରଣମାନେ ଅନୁଭବ କଲେଣି ।

ଏହି ସରକାରରେ ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀରେ ସ୍ୱର ଉତ୍ତୋଳନ କରିଥିବା ବିଜେପି କର୍ମକର୍ତ୍ତର୍ାଙ୍କୁ ହତ୍ୟା କରାଯାଇଛି । ନାରୀ ନିର୍ଯାତନା ଓ ଶିଶୁ ଅପରାଧରେ ଓଡ଼ିଶା ଦେଶରେ ସର୍ବାଗ୍ରେ ରହିଛି । ନିମାପଡ଼ାର ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ଘଂଟ ଘୋଡ଼ାଇବା, ବହୁଚର୍ଚ୍ଚିତ ଅର୍ଚ୍ଚନା କେସରେ ତଦନ୍ତକୁ ବାଟମାରଣା କରି ନିଜ ଦଳର ନେତା ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେଇ ନିଜେ ଚୁପ୍ ରହିବା, ଏହିଭଳି ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିର୍ବାହ କରନ୍ତି । ତେଣୁ ଧାମନଗରବାସୀ ବିଜେପି ସାଥୀରେ ଅଛନ୍ତି ଓ ରହିବେ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୮ ଓ ୨୯ତାରିଖ ଦୁଇଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ସପକ୍ଷରେ ପ୍ରଚାର କରିଥିବାବେଳେ ଆସନ୍ତାକାଲି ପୁଣିଥରେ ଶେଷଦିନରେ ଧୂସୁରୀର ବାସନ୍ତୀ ପଡ଼ିଆଠାରେ ଜନସଭାକୁ ସମ୍ବୋଧିତ କରିବେ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନକାୟକ ଭର୍ଚୁଆଲ ମୋଡରେ ଧାମନଗରରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ନେତା ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଆଉ ଥରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story