ଓଡ଼ିଶାରେ ନିର୍ବାଚନ ପାଇଁ ଦୁଇ ସୂତ୍ରୀ ଫର୍ମୂଲାରେ କାମ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦୁଇ ସୂତ୍ରୀ ଫର୍ମୂଲାରେ କାର୍ଯ୍ୟ କରିବା ପାଇଁ ବିଜେପି ନିଜର ରଣନୀତି ଚୂଡ଼ାନ୍ତ କରିଛି। ଏହି ଦୁଇ ସୂତ୍ରୀ ଉପାୟକୁ ଆଧାର କରି ବିଜେପି ଆଗାମୀ ଦିନରେ ନିର୍ବାଚନକୁ ଓହ୍ଲାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବୁଥସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଦୁଇ […]

Dharmendra Pradhan

Dharmendra Pradhan

Ordigital Desk
  • Published: Tuesday, 03 January 2023
  • Updated: 03 January 2023, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦୁଇ ସୂତ୍ରୀ ଫର୍ମୂଲାରେ କାର୍ଯ୍ୟ କରିବା ପାଇଁ ବିଜେପି ନିଜର ରଣନୀତି ଚୂଡ଼ାନ୍ତ କରିଛି। ଏହି ଦୁଇ ସୂତ୍ରୀ ଉପାୟକୁ ଆଧାର କରି ବିଜେପି ଆଗାମୀ ଦିନରେ ନିର୍ବାଚନକୁ ଓହ୍ଲାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବୁଥସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଦୁଇ ସୂତ୍ରୀ ଫର୍ମୂଲାକୁ ଆଧାର କରି ନିର୍ବାଚନ ଲଢ଼ିବ। ତେବେ ସାଢ଼େ ୪କୋଟି ଓଡ଼ିଆଙ୍କ ବିକାଶ କରିବା ହେଉଛି ବିଜେପିର ମୁଖ୍ୟ ଲକ୍ଷ୍ୟ। ଆଗାମୀ ସାଧାରଣ ନିର୍ବାଚନ ଯୋଗୁ ୨୦୨୩ ମସିହା ଓଡ଼ିଶା ଓ ବିଜେପି ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ। ଯେଉଁ ୨ଟି ଫର୍ମୂଲାକୁ ଆଧାର କରି ବିଜେପି ଆଗାମୀ ନିର୍ବାଚନକୁ ଓହ୍ଲାଇବ ତାହା ହେଲା ରାଜ୍ୟର ୩୭ହଜାର ବୁଥରେ ସଂଗଠନକୁ ସୁଦୃଢ଼ କରାଯିବ ଓ ଦ୍ୱିତୀୟଟି ହେଉଛି ରାଜ୍ୟ ସରକାରଙ୍କ ବିରୋଧରେ ଥିବା ଜନ ଅସେନ୍ତାଷକୁ ଲୋକଙ୍କ ପାଖରେ ପହଂଚାଇବା ଦିଗରେ ବିଜେପି କାମ କରିବ।

ଏକ ଶକ୍ତିଶାଳୀ ସଂଗଠନ ଭାବେ ବିଜେପି ଆଗାମୀ ନିର୍ବାଚନରେ ଗରିବ, ମହିଳା, ଜନଜାତି ଓ ଯୁବବର୍ଗଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବ। ସ୍ଥାନୀୟ ସରକାର ବିରୋଧରେ ଥିବା ଅବ୍ୟବସ୍ଥା ଓ ଅସନ୍ତୋଷର ମୁଖର ପ୍ରବକ୍ତା ବିଜେପି ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସନ୍ଦେଶକୁ ରାଜ୍ୟର ପ୍ରତ୍ୟେକ ଘରେ ପହଂଚାଯିବ। ଏଥିପାଇଁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି । ବିଶେଷ ଭାବେ କାର୍ଯ୍ୟକ୍ରମ ଓ ପ୍ରବାସ ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଂଚାଇବାକୁ ରଣନୀତି ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଆସିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ ପୁଣିଥରେ ଓଡ଼ିଶାରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା କଥା ଦୋହରାଇଛନ୍ତି। ଓଡ଼ିଶାରେ ଆଗୁଆ ନିର୍ବାଚନ କଥା ସେ ଶୁଣୁଛନ୍ତି । ସେଥିପାଇଁ ବିଜେପି ପ୍ରସ୍ତୁତ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story