ଅପ୍ରତ୍ୟାଶିତ ଢଙ୍ଗରେ ବାପା ବିଜୟ ମହାପାତ୍ର ବିଜେଡିରୁ ବିଦା ହେବାର 24 ବର୍ଷ ପରେ ପୁଣି ସେଇ ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଶଙ୍ଖ ଧରିଲେ ପୁଅ ଅରବିନ୍ଦ ମହାପାତ୍ର। ସୂଚନାଯୋଗ୍ୟ ଯେ, ବିଜେଡି ଗଠନ ବେଳେ ବିଜୟ ମହାପାତ୍ରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତ ହେବା ପରେ ବିଜେପିରେ ମିଶିଥିଲେ ବିଜୟ। ଦେଖନ୍ତୁ ପୂରା ରିପୋର୍ଟ।