ମମିତାଙ୍କ ପରିବାରକୁ ଭେଟିବେ ଚେଲା କୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର। ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଯାଇ ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର। ତାଙ୍କ ସହ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ। ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲ୍ଲା ଗସ୍ତ କରିବାର କାର୍ଯକ୍ରମ ରହିଛି। […]

Chellakumar

Chellakumar

Manoranjan Sial
  • Published: Tuesday, 26 October 2021
  • Updated: 26 October 2021, 04:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର। ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଯାଇ ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର। ତାଙ୍କ ସହ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ। ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲ୍ଲା ଗସ୍ତ କରିବାର କାର୍ଯକ୍ରମ ରହିଛି।

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ ହୋଇଛି। ଗୋବିନ୍ଦ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କର ଭଲ ରହିବା ସହିତ ତାଙ୍କ ମହାଲିଙ୍ଗ କଲେଜକୁ ମନ୍ତ୍ରୀ ନିୟମିତ ଯାଉଥିବାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି। ଏହା ପରଠାରୁ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି କ୍ୟାପ୍‌ଟେନ୍‌। ତାଙ୍କୁ ମନ୍ତ୍ରିମଣ୍ଡଳର ବହିଷ୍କାର ଓ ଗିରଫ ଦାବି କରିଛନ୍ତି କଂଗ୍ରେସ ଓ ବିଜେପି।

ସେପଟେ ଆଜି ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ଆଜି ସକାଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କଣ୍ଟାବାଞ୍ଜୀର ଝରଣୀ ଗାଁରେ ପହଞ୍ଚି ମମିତାଙ୍କ ବାପାମାଆଙ୍କୁ ଭେଟିଥିଲେ। ଘଟଣା ପାଇଁ ସମବେଦନା ଜଣାଇବା ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ମମିତାଙ୍କ ବାପା।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି କରିସାରିଲେଣି ବୋଲି କହିଛନ୍ତି। ଏ ସରକାର ବର୍ଷ ବର୍ଷ ଧରି ଗୋବିନ୍ଦ ସାହୁ ସୃଷ୍ଟି କରି ଚାଲିଥିବା ସମୀର କହିଛନ୍ତି। ତେବେ ଗୋବିନ୍ଦ ସାହୁମାନଙ୍କ ସୃଷ୍ଟିକର୍ତ୍ତାକୁ ଧ୍ୱଂସ କରିବା ଯାଏ ବିଜେପି ଲଢ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story