ଚାଷୀ ପଞ୍ଜିକରଣକୁ ନେଇ ନୂଆ ଭେଳିକି କରୁଛି ବିଜେଡି ସରକାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ବିଜେଡି ସରକାର ଏକ ନୂଆ ଭେଳିକି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ୨୧ବର୍ଷ ଶାସନ ମଧ୍ୟରେ ଚାଷୀ କେତେ ଜାଣି ପାରିନଥିବା ବିଜେଡି ସରକାର ଏବେ ଧାନ ସଂଗ୍ରହରେ ଚାଷୀଙ୍କ ପୂର୍ବ ପଞ୍ଜିକରଣର ନବୀକରଣ ନୁହେଁ ବରଂ ସାନି ପଞ୍ଜିକରଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଦେଇଥିବା ବୟାନକୁ କଂଗ୍ରେସ ସମାଲୋଚନା କରିଛି। ପିସିସି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର […]

congress1

congress1

Ordigital Desk
  • Published: Thursday, 15 July 2021
  • Updated: 15 July 2021, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ବିଜେଡି ସରକାର ଏକ ନୂଆ ଭେଳିକି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ୨୧ବର୍ଷ ଶାସନ ମଧ୍ୟରେ ଚାଷୀ କେତେ ଜାଣି ପାରିନଥିବା ବିଜେଡି ସରକାର ଏବେ ଧାନ ସଂଗ୍ରହରେ ଚାଷୀଙ୍କ ପୂର୍ବ ପଞ୍ଜିକରଣର ନବୀକରଣ ନୁହେଁ ବରଂ ସାନି ପଞ୍ଜିକରଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଦେଇଥିବା ବୟାନକୁ କଂଗ୍ରେସ ସମାଲୋଚନା କରିଛି।

ପିସିସି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣରେ ସରକାର ଆଉ ଏକ ନୂଆ ଭେଳିକି ଆପଣାଇଛନ୍ତିି। ଧାନ କିଣାରେ ପୂର୍ବ ନିଷ୍ପତ୍ତି ଓ ଘୋଷଣା ଅନୁଯାୟୀ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ। ଯାହାର ନିଚ୍ଛକ ନମୂନା ଗତ ଖରିଫ୍ ଓ ରବି ଋତୁରେ ମୋଟ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ଆଦୌ ଧାନ କ୍ରୟ କରାଗଲା ନାହିଁ। ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ହଜାର ହଜାର ଟୋକନ ଲାପ୍ସ କଲା।

ଠିକଣା ସମୟରେ ଆକଳନ ଅନୁଯାୟୀ ମଣ୍ଡିକୁ ଟାର୍ଗେଟ ଦିଆ ଗଲା ନାହିଁ । ଫଳରେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଲେ । ଏବେ ଚାଷୀଙ୍କ ପରିସଂଖ୍ୟାନ କରିବାକୁ ନୂଆ କଳ୍ପନା। ଭାଗଚାଷୀଙ୍କୁ ଜମି ମାଲିକଙ୍କ ସମ୍ମତି ହେଲା ବାଧ୍ୟତାମୂଳକ। ଆଜି ପର୍ଯ୍ୟନ୍ତ ଭାଗଚାଷୀଙ୍କ ପାଇଁ ଆଇନଗତ ବ୍ୟବସ୍ଥା କରାଗଲା ନାହିଁ। ଧାନ କିଣାବିକା ପ୍ରସଙ୍ଗରେ ବାରମ୍ବାର ଦେଖା ଯାଉଥିବା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କର ଆଦୌ ଆନ୍ତରିକତା ନ ଥିବା ଜଣାପଡ଼ୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ ବଡ଼ଚାଷୀ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ କେତେ ଏବଂ ରବି ଏବଂ ଖରିଫରେ କେତେ ଜମିରେ ଧାନ ଚାଷ କରାଯାଇଛି ଓ ଉତ୍ପାଦନ ପରିମାଣ କେତେ ତାହାର ସଠିକ୍ ପରିସଂଖ୍ୟାନ ନାହିଁ। କେବଳ ସରକାର ବାରମ୍ବାର ଚାଷୀଙ୍କୁ ଧାନକିଣା ସମୟରେ ଅନେକ ନୂଆ ଭେଳିକି ଦେଖାଛନ୍ତି। ବାସ୍ତବତାକୁ ଉପଲବ୍ଧ କରି ସରକାର ଚାଷୀଙ୍କ ସବୁ ବଳକା ଧାନ ନିର୍ଦ୍ଧାରିତ ସମୟ ଓ ମୂଲ୍ୟରେ କ୍ରୟ କରିବାକୁ କଂଗ୍ରେସ ଦାବି କରୁଛି ।

ଧାନକିଣା ପ୍ରସଙ୍ଗରେ ରାଜ୍ୟ ସରକାର ଅଭିଜ୍ଞ କୃଷିବିତ୍‌, ବିଭାଗୀୟ ଅଧିକାରୀ, ଚାଷୀ ପ୍ରତିନିଧିଙ୍କୁ ନେଇ ଏକ ଟାକସ୍ଫୋର୍ସ କମିଟି ଗଠନ କରିବା ସହିତ ଟୋକନ ଅବଧି ପ୍ରକ୍ରିୟାକୁ ସରଳୀକରଣ, ଆକଳନ ଅନୁଯାୟୀ ମଣ୍ଡିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ଦେବା, ମଣ୍ଡି ଭିତ୍ତିଭୂମି ସୁଦୃଢ଼ୀକରଣ, ଭୁବନେଶ୍ୱରରୁ ଟୋକନ ଇସ୍ୟୁ ନୀତିର ସଂଶୋଧନ, ପୂର୍ବପରି ପ୍ରତି ଜିଲ୍ଲାସ୍ତରରେ ଧାନ କ୍ରୟ କମିଟି ପ୍ରଚଳନ, ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଚ୍ଛା ୫୦୦ ଟଙ୍କା ବୋନସ୍ ଓଡ଼ିଶା ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story