ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦରେ ପୁଣି ୧୩ ଜଣଙ୍କୁ ଥଇଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷ ପୂର୍ବ ରାତିରେ ୧୧୪ଜଣ ଦଳୀୟ କର୍ମୀ ଓ ଆଗଧାଡ଼ିର ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ପୁଣି ଆଉ ୧୩ଜଣ ଦଳୀୟ କର୍ମୀଙ୍କୁ ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦରେ ଥଇଥାନ କରିଛନ୍ତି। ଗତ ଶନିବାର ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦରେ ରାଜ୍ୟ ସରକାର ମୋଟ ୧୧ଜଣଙ୍କୁ ଥଇଥାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ(ଏମଡିସି)ର ସଦସ୍ୟ […]

BJD

BJD

Ordigital Desk
  • Published: Tuesday, 03 January 2023
  • Updated: 03 January 2023, 09:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷ ପୂର୍ବ ରାତିରେ ୧୧୪ଜଣ ଦଳୀୟ କର୍ମୀ ଓ ଆଗଧାଡ଼ିର ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ପୁଣି ଆଉ ୧୩ଜଣ ଦଳୀୟ କର୍ମୀଙ୍କୁ ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦରେ ଥଇଥାନ କରିଛନ୍ତି। ଗତ ଶନିବାର ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦରେ ରାଜ୍ୟ ସରକାର ମୋଟ ୧୧ଜଣଙ୍କୁ ଥଇଥାନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ(ଏମଡିସି)ର ସଦସ୍ୟ ଭାବେ ଆଜି ରାମଚନ୍ଦ୍ର ଦୁରୁଆ, ବୈକୁଣ୍ଠନାଥ ବଡ଼ନାଏକ, ରଶ୍ମିତା ବଡ଼ନାଏକ, ରୂପେନ ଗୁଡ଼ିଆ, ସହଦେବ ପୂଜାରୀ, ରଘୁନାଥ କିରଷାନୀ, ସୁରେନ୍ଦ୍ର ଖରା, କାନି ସୋୟମ, ଜଗା କରମ, କମଳ ଲୋଚନ ଗୋଲୋରୀ, ରାଜନ ମାରଡି, ଗୋପି ନାୟକ ଓ ପଦିଆ ମାଡ଼କାମୀଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।

ଗତ ଶନିବାର ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦରେ ସଦସ୍ୟ ଭାବେ ଦାରି ଲିଙ୍ଗା, ନରେନ୍ଦ୍ର ନାୟକ ଓ ଶାରଦା ପ୍ରସାଦ ଗୋଲପେଡ଼ାଙ୍କ ସମେତ ସ୍ୱତନ୍ତ୍ର ସଦସ୍ୟ ଭାବେ ଡହଣା ଟାଙ୍ଗୁଲୁ, ଏରମା କାବାସୀ, ରୀନା ପାଡ଼ିଆମୀ ଓ ଚୈତନ୍ୟ ଖିଲାଙ୍କୁ ଥଇଥାନ କରାଯାଇଥିଲା । ସେହିପରି ଏକ୍ସପର୍ଟ ସଦସ୍ୟ ଭାବେ ତପନ ସାନା, ସୁରେନ୍ଦ୍ରନାଥ ରଥ ଓ ଟୁକୁଲୁ ପ୍ରଧାନଙ୍କୁ ନିଯୁକ୍ତି ମିଳିଥିଲା । ଏହା ପୂର୍ବରୁ ୨୦୨୨ ସେପ୍ଟେମ୍ବର ୨୭ରେ ଆଡମା ରାବାଙ୍କୁ ଏସଡିସି ଅଧ୍ୟକ୍ଷ ଓ ରାଇଲା ନାଏକଙ୍କୁ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା । ମାଲକାନଗିରି ଏସଡିସିରେ ଏବେ ମୋଟ ୨୬ଜଣଙ୍କୁ ଥଇଥାନ କରାଯାଇଛି ।

ସୂଚନାଯୋଗ୍ୟ, କ୍ଷମତାସୀନ ବିଜେଡି ସରକାର ଗତ ଡିସେମ୍ବର ୩୧ତାରିଖରେ ମାଲକାନଗିରି, କେନ୍ଦୁଝର, କୋରାପୁଟ ଓ ମୟୂରଭଞ୍ଜ ଏସଡିସିରେ ମୋଟ ୬୫ଜଣଙ୍କୁ ଥଇଥାନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story