ପିପିଲି ଉପନିବାର୍ଚନ ପାଇଁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଆରମ୍ଭ କରିଦେଇଛି କମରକଷା। ଏନେଇ ବିଜେଡିର ବରିଷ୍ଠ ନେତାଙ୍କର ବୈଠକ ରଣନୀତି ପ୍ରସ୍ତୁତ ହେଉଛି। ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏହି ବୈଠକ ବସି ନିର୍ବାଚନୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ଏଥିରେ ପିପିଲି ଉପନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ ଦେବ, ଦେବୀ ରଂଜନ ତ୍ରିପାଠୀ, ପ୍ରୀତିରଂଜନ ଘଡେଇ ଉପସ୍ଥିତ ଅଛନ୍ତି। ଗତକାଲି ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର […]

bjd

bjd

Ranjit Kumar Jena
  • Published: Saturday, 27 March 2021
  • Updated: 27 March 2021, 03:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଆରମ୍ଭ କରିଦେଇଛି କମରକଷା। ଏନେଇ ବିଜେଡିର ବରିଷ୍ଠ ନେତାଙ୍କର ବୈଠକ ରଣନୀତି ପ୍ରସ୍ତୁତ ହେଉଛି। ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏହି ବୈଠକ ବସି ନିର୍ବାଚନୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି।

ଏଥିରେ ପିପିଲି ଉପନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ ଦେବ, ଦେବୀ ରଂଜନ ତ୍ରିପାଠୀ, ପ୍ରୀତିରଂଜନ ଘଡେଇ ଉପସ୍ଥିତ ଅଛନ୍ତି। ଗତକାଲି ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ରୁଦ୍ର ଆସନ୍ତା ୩୦ ତାରିଖରେ ପ୍ରାର୍ଥପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ପ୍ରତାପ ଦେବ କହିଛନ୍ତି, ଆମେ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛୁ। ପିପିଲି ଉପନିର୍ବାଚନ ପାଇଁ ଜି ଜାନରେ ଲଢ଼ିବୁ ଏବଂ ଜିତିବା ପାଇଁ ଲଢ଼ିବୁ। ବର୍ତ୍ତମାନ ପ୍ରାର୍ଥୀପତ୍ର ଚୟନ ଶେଷ ହୋଇଛି। ଏବେ ନାମାଙ୍କନ ପତ୍ର ଦାଖଲ ବାକି ରହିଲା। ଏହା ପରେ ରଣକ୍ଷେତ୍ରକୁ ଓହ୍ଲାଇବୁ। ମୁଁ ମାସେ ହେଲା ପିପିଲିରେ ବୁଲୁଛି। ଜନସାଧାରଣଙ୍କ ମାନସପଟରେ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ ଆଖି ଆଗରେ ରଖି ଭୋଟ ଦେଇ ଆସିଛନ୍ତି। ଆଗାମୀ ଉପନିର୍ବାଚନରେ ସେୟା ହିଁ ଆମର ମୁଖ୍ୟ ଧାରା ରହିବ ବୋଲି ପ୍ରତାପ ଦେବ କହିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏହା ପୂର୍ବରୁ ଗୁରୁବାର ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏପର୍ଯ୍ୟନ୍ତ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story