ପ୍ରାର୍ଥୀ ଘୋଷଣା ଯେତେ ଡେରି ହେବ, ସେତେ ଖରାପ: ସୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏପରିକି ଏହି ଦୁଇ ଦଳ ଉପନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କିନ୍ତୁ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ତେବେ କାହିଁକି କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ, ସେ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସୁର କହିଛନ୍ତି, ନିର୍ବାଚନ ତାରିଖ ଆହୁରି ବିଳମ୍ବ ଅଛି। […]

Sura-Routray

Sura-Routray

Ranjit Kumar Jena
  • Published: Sunday, 28 March 2021
  • Updated: 28 March 2021, 07:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏପରିକି ଏହି ଦୁଇ ଦଳ ଉପନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କିନ୍ତୁ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ତେବେ କାହିଁକି କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ, ସେ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ସୁର କହିଛନ୍ତି, ନିର୍ବାଚନ ତାରିଖ ଆହୁରି ବିଳମ୍ବ ଅଛି। ତେଣୁ ଆମେ ଏବେଠାରୁ ପ୍ରାର୍ଥୀଙ୍କ ଉପରେ ବିଶେଷ ନଜର ରଖୁନୁ। ଆମେ ଶସ୍ତା ପ୍ରାର୍ଥୀ ବାଛୁଚୁ। ଆମେ ସବୁ ପ୍ରକାର ମାପ, ଚୁପ, କଣା, ପାଣି, ଜ୍ଞାନ, ଧନ, ମାନ ଥିବା ପ୍ରାର୍ଥୀ ଦେଉଛୁ। ଆମେ ୫ଜଣଙ୍କ ନାଁ କମିଟିକୁ ପଠାଇଛୁ। କମିଟି ବହୁ ଆଗରୁ ଅଶାୟୀଙ୍କ ନାଁ ଦେଇସାରିଛି। ସୋନିଆ ଗାନ୍ଧି ଯେଉଁ ନାଁ ଉପରେ ମୋହର ମାରିବେ, ଆମେ ସମସ୍ତେ ତାଙ୍କ ପଛରେ ଲାଗିଯିବୁ। ଏବେ ସବୁ ଅଙ୍କ ସୋନିଆ ଗାନ୍ଧିଙ୍କ ପାଖରେ।

ସୁର ଆହୁରି କହିଛନ୍ତି, ପ୍ରାର୍ଥୀ ଘୋଷଣା ଏତେ ବିଳମ୍ବ ହେବା ଉଚିତ ନୁହେଁ। ଯେତେ ଡେରି ହବ ସେତେ ଖରାପ ହେବ। ତେବେ ଆଜି ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ସୁର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ପିପିଲି ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଥିଲା। ଏହା ପୂର୍ବରୁ ଗୁରୁବାର ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story