ବିଜେଡି ସାଂସଦମାନେ ଚାଷୀ ଆକ୍ରୋଶରୁ ବଂଚିବା ପାଇଁ ସୁଆଙ୍ଗ କରୁଛନ୍ତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧାନକିଣା ପଇସା ପାଇବାକୁ ନେଇ ବିଜେଡି ସାଂସଦମାନେ ଯେଉଁ ଚିଠି ଲେଖିଛନ୍ତି ଓ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ତାହା କେବଳ ରାଜ୍ୟର ଚାଷୀମାନଙ୍କ ଆକ୍ରୋଶରୁ ବଂଚିବା ପାଇଁ ଏକ ସୁଆଙ୍ଗ ବୋଲି ବିଜେପି ଅଭିଯୋଗ କରିଛି । ସବୁବେଳେ ଆମେ ଦେଉଛୁ, ନିଜସ୍ୱ ଯୋଜନାରୁ କରୁଛୁ ବୋଲି କହି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ବିଜେଡି ଏବେ ସ୍ୱୀକାର କରିଛି ଯେ ରାଜ୍ୟରେ ଧାନକିଣାର ସମସ୍ତ ଅର୍ଥ କେନ୍ଦ୍ର ସରକାର ଦିଅନ୍ତି। ସୂଚନା ଅନୁସାରେ, ବିଜେଡିର […]

Nauri-nayak

Nauri-nayak

Ordigital Desk
  • Published: Monday, 19 December 2022
  • Updated: 19 December 2022, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧାନକିଣା ପଇସା ପାଇବାକୁ ନେଇ ବିଜେଡି ସାଂସଦମାନେ ଯେଉଁ ଚିଠି ଲେଖିଛନ୍ତି ଓ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ତାହା କେବଳ ରାଜ୍ୟର ଚାଷୀମାନଙ୍କ ଆକ୍ରୋଶରୁ ବଂଚିବା ପାଇଁ ଏକ ସୁଆଙ୍ଗ ବୋଲି ବିଜେପି ଅଭିଯୋଗ କରିଛି । ସବୁବେଳେ ଆମେ ଦେଉଛୁ, ନିଜସ୍ୱ ଯୋଜନାରୁ କରୁଛୁ ବୋଲି କହି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ବିଜେଡି ଏବେ ସ୍ୱୀକାର କରିଛି ଯେ ରାଜ୍ୟରେ ଧାନକିଣାର ସମସ୍ତ ଅର୍ଥ କେନ୍ଦ୍ର ସରକାର ଦିଅନ୍ତି।

ସୂଚନା ଅନୁସାରେ, ବିଜେଡିର ସାଂସଦମାନେ ଆଜି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଫୁଡ୍ ସବସିଡି ବାବଦରେ କେନ୍ଦ୍ର ଉପରେ ଥିବା ୧୪,୨୯୨.୫୧କୋଟି ଟଙ୍କା ଓ ଅତିରିକ୍ତ ସୁଧ ବାବଦରେ ୬୧୮୭କୋଟି ଟଙ୍କା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି ।

ବିଜେଡି ସାଂସଦମାନେ କହିଛନ୍ତି ଯେ ଚାଷୀଙ୍କଠୁ ଚାଉଳ ସଂଗ୍ରହ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଖାଦ୍ୟଶସ୍ୟ ସଂଗ୍ରହ ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଉଭୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି କ୍ରମରେ ଭାରତ ସରକାରଙ୍କ ଉପରେ ଫୁଡ୍ ସବସିଡି ବାବଦରେ ୧୪,୨୯୨.୫୧କୋଟି ଟଙ୍କା ବକେୟା ରହିଛି । ସେଥିରୁ ୧୧୬୮୯କୋଟି ଟଙ୍କା ପ୍ରୋଭିଜିନାଲ ଫୁଡ ସବସିଡି ଓ ୨୬୦୩.୩୦କୋଟି ଟଙ୍କା ହେଉଛି ଆଡ଼ଭାନ୍ସ ସବସିଡି । ଏହାସହିତ ସବସିଡି ଅର୍ଥ ଦେବାରେ ବିଳମ୍ବ ଯୋଗୁ ଅତିରିକ୍ତ ସୁଧବାବଦକୁ ଓଡ଼ିଶା ଯୋଗାଣ ନିଗମ ୬୧୮୭କୋଟି ଟଙ୍କା ପାଇବାକୁ ବାକି ଅଛି । ତେଣୁ ଏହି ବକେୟା ଅର୍ଥ ତୁରନ୍ତ ଦେବାକୁ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କ ୍‌ନିକଟରେ ଦାବି କରିଥିଲେ।

ଅନ୍ୟପକ୍ଷରେ ବିଜେଡି ସାଂସଦମାନଙ୍କ ଏଭଳି ଦାବିକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ବିଜେପି ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାୟକ କଡ଼ା ସମାଲୋଚନା କରି କହିଛନ୍ତି ଯେ ଧାନକିଣାର ପଇସା ପାଇବାକୁ ନେଇ ବିଜେଡି ସାଂସଦମାନେ ଯେଉଁ ଚିଠି ଲେଖିଛନ୍ତି ତାହା କେବଳ ଚାଷୀ ଆକ୍ରୋଶରୁ ବଂଚିବା ପାଇଁ ନୂଆ ସୁଆଙ୍ଗ।

କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଧାନ କିଣା ବାବଦରେ୧୦ ହଜାର ୬୯୧ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ୨୦୨୦-୨୧ରେ ୪୭୯୭ କୋଟି, ୨୦୨୧-୨୨ରେ ୬୧୨୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ଏକଥା ନିଜେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାଜ୍ୟସଭାରେ ଗତ ଜୁଲାଇ ୨୨ତାରିଖରେ ଲିଖିତ ଉତ୍ତରରେ କହିସାରିଛନ୍ତି । ରାଜ୍ୟରେ ସମସ୍ତ ଧାନକିଣା ଅର୍ଥ କେନ୍ଦ୍ର ସରକାର ଦେଇଥାନ୍ତି ବୋଲି ଏବେ ବିଜେଡି ସ୍ୱୀକାର କରିଛି । ତେବେ କେନ୍ଦ୍ର ସରକାରଙ୍କ ଟଙ୍କାରେ ଧାନ କିଣା ହେଉଥିଲେ ମଧ୍ୟ କାହିଁକି ମଣ୍ଡିରେ କଟନୀ-ଛଟନୀ ନାଁରେ କ୍ୱିଣ୍ଟାଲ ପିଛା ୧୦ରୁ ୧୨କିଲୋ ଧାନ ଚାଷୀଙ୍କ କଟା ଯାଉଛି ତାକୁ ନେଇ ସେ ପ୍ରଶ୍ନ ଉଠାଇନ୍ତି । ଚାଷୀଙ୍କ ଟୋକନ୍ କାମ କରୁନି । କେନ୍ଦ୍ର ସରକାରଙ୍କ ଧାନ କ୍ୱିଂଟାଲ ପିଛା ୨୦୪୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଓ ମିଲ୍ ମାଲିକମାନଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ଚାଷୀମାନେ ୧୨୦୦ ରୁ ୧୫୦୦ ଟଙ୍କାରେ ବାହାରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଚାଷୀମାନଙ୍କ ଏସବୁ ଆକ୍ରୋଶରୁ ବଂଚିବା ପାଇଁ ବିଜେଡିର ଏହା ନୂଆ ବାହାନା ବୋଲି ଶ୍ରୀ ନାଏକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story