ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ସରକାର ? ବାରମ୍ବାର କଲେଜରେ ପରୀକ୍ଷା ବାତିଲ

ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁରୁମନ୍ତ୍ର, ଅନ୍ୟପଟେ ପରିକ୍ଷାର୍ଥୀମାନେ ହତାଦର ହେଉଛନ୍ତି ।

Manoj Swain
  • Published: Friday, 12 January 2024
  • Updated: 12 January 2024, 11:34 AM IST

Sports

Latest News

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପଛେ ଚୂଲିକୁ ଯାଉ କିନ୍ତୁ କାର୍ଯ୍ୟକ୍ରମ ଜୋରଦାର ହେଉ। ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁରୁମନ୍ତ୍ର, ଅନ୍ୟପଟେ ପରିକ୍ଷାର୍ଥୀମାନେ ହତାଦର । ଛାତ୍ର କହିଲେ, ଭୋଟ ବ୍ୟାଙ୍କ ରେଡ୍ଡି କରିବାକୁ ଏହି କାର୍ଯ୍ୟକ୍ରମ ହେଉଛି । କଲେଜରେ ଖାଲି ପଡ଼ିଛି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପଦ । କିନ୍ତୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମସ୍ତେ ବ୍ୟସ୍ତ । କଂଗ୍ରେସ କହିଲା ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଉଛି ସରକାର, ବିଜେଡି ରଖିଲା ଉତ୍ତର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos