କେନ୍ଦ୍ରର ୩.୨୫ କୋଟି ଲୋକଙ୍କୁ ମାଗଣା ଚାଉଳ: ଶ୍ରେୟ ନେବାକୁ ବିଜେପିର ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟଙ୍କିଆ ଓ ଟଙ୍କିକିଆ ଚାଉଳ ବାଂଟି ସାଧାରଣ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିବା ଶାସକ ବିଜେଡି ପାଇଁ ଏବେ କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ବଂଟନ ସ୍କିମ୍ ଅଡ଼ୁଆ ସୃଷ୍ଟି କରିଛି । ଆଉ କେନ୍ଦ୍ର ସରକାର ଦେଉଥିବା ମାଗଣା ଚାଉଳରୁ ନିଜର ରାଜନୀତିକ ଫାଇଦା ନେବାକୁ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ମାଗଣା ଚାଉଳ ବଂଟା ସ୍କିମକୁ ନେଇ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି […]

ration

ration

Ordigital Desk
  • Published: Thursday, 05 January 2023
  • Updated: 05 January 2023, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟଙ୍କିଆ ଓ ଟଙ୍କିକିଆ ଚାଉଳ ବାଂଟି ସାଧାରଣ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିବା ଶାସକ ବିଜେଡି ପାଇଁ ଏବେ କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ବଂଟନ ସ୍କିମ୍ ଅଡ଼ୁଆ ସୃଷ୍ଟି କରିଛି । ଆଉ କେନ୍ଦ୍ର ସରକାର ଦେଉଥିବା ମାଗଣା ଚାଉଳରୁ ନିଜର ରାଜନୀତିକ ଫାଇଦା ନେବାକୁ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ମାଗଣା ଚାଉଳ ବଂଟା ସ୍କିମକୁ ନେଇ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ବିଜେଡି ଏବେ ବ୍ୟାକଫୁଟରେ ଥିବା ଜଣାପଡ଼ିଛି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩.୨୫କୋଟି ଲୋକଙ୍କୁ ମୋଦି ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାର ଏହାକୁ ଠିକ୍ ଭାବେ ବିତରଣ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଖାଦ୍ୟଶସ୍ୟର ୯୦ରୁ ୯୫ ପ୍ରତିଶତ ମୋଦି ସରକାର ଦେଉଥିବାବେଳେ ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ମଧ୍ୟରୁ ୩.୨୫କୋଟି ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ଯୋଗାଇ ଦିଆଯାଉଛି । ଏବେ ଚାଉଳର ବଜାର ମୂଲ୍ୟ କିଲୋ ପିଛା ୩୭.୨୮ଟଙ୍କା ଥିବାବେଳେ ଓଡ଼ିଶାରେ ମାଗଣା ଚାଉଳ ବଂଟନ ବାବଦରେ କେନ୍ଦ୍ର ସରକାର ମାସିକ ୭୦୦କୋଟି ଟଙ୍କା ଓ ବାର୍ଷିକ ୮୪୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ଯୋଜନାରେ ମାତ୍ର ୧୮୫କୋଟି ଟଙ୍କା ଦେଉଛନ୍ତି । ମୋଦି ସରକାର ଓଡ଼ିଶାରେ ପ୍ରାୟ ୮୦ ଭାଗ ଲୋକଙ୍କୁ ବିନା ମୂଲ୍ୟରେ ଖାଦ୍ୟ ସୁରକ୍ଷା ଯୋଗାଇ ଦେଉଛନ୍ତି । ବିତରଣର ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ଚାଉଳ ଦେବା ପାଇଁ ଚାଉଳ ବିତରଣ ପ୍ରଣାଳୀରେ ରାଜ୍ୟ ସରକାରଙ୍କୁ ଅନେକ ସହାୟତା କେନ୍ଦ୍ର ସରକାର ଦେଇଛନ୍ତି । କମ୍ପ୍ୟୁଟରୀକରଣ, ଆଧୁନିକୀକରଣ ଓ ଆକାଉଣ୍ଟିଂ ଭଳି ସହଯୋଗ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ନିର୍ଭୁଲ ଭାବେ ସଠିକ୍ ହିତାଧିକାରୀଙ୍କୁ ଚାଉଳ ବିତରଣ କରିବା ନେଇ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଏବେ ଦେଶରେ ୮୧.୩୫କୋଟି ଲୋକଙ୍କୁ ମାଗଣାରେ ମାସିକ ୫କିଲୋ ଚାଉଳ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ମାଗଣା ଚାଉଳ ବଂଟନ କରିବାକୁ ନିଷ୍ପତ୍ତି ନେବାପରେ ରାଜ୍ୟରେ ବିଜେପି ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story