ସୁକାନ୍ତ କହିଲେ, ଘର ବାହୁଡ଼ା ହେଲା

ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ବିଧାୟକ ସୁକାନ୍ତ କୁମାର ନାୟକ।

Sukanta Nayak PhotoOR

ବିଧାୟକ ସୁକାନ୍ତ କୁମାର ନାୟକ (ମଝି)

Jitendra Garnayak
  • Published: Sunday, 31 March 2024
  • Updated: 31 March 2024, 02:06 PM IST

Sports

Latest News

ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁକାନ୍ତ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ମିଶିଥିଲେ। 

ଏହା ସହିତ ବିଧାୟକ ସୁକାନ୍ତ କୁମାର ନାୟକଙ୍କର ଘର ବାହୁଡ଼ା ହୋଇଛି। ସେ ବିଜେଡିରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ବେଳକୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ଓ ବିଜେପିରେ ମିଶି ପୁଣି ନୀଳଗିରିରୁ ଲଢ଼ିଥିଲେ। ୨୦୧୯ରେ ସେ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଉ ଚଳିତ ନିର୍ବାଚନ ବେଳେ ସେ ପୁଣି ବିଜେଡିକୁ ଫେରି ଯାଇଛନ୍ତି। 

Also Read

ବିଜେଡିରେ ମିଶିବା ପରେ ନିଜେ ବିଧାୟକ ସୁକାନ୍ତ କୁମାର ନାୟକ କହିଥିଲେ ଯେ ତାଙ୍କର ଘରବାହୁଡ଼ା ହେଲା। ସେ କହିଥିଲେ, ବିଜୁବାବୁଙ୍କ ଆଦର୍ଶରେ ମୁଁ ପ୍ରଥମରୁ ଅନୁପ୍ରାଣିତ। କୌଣସି କାରଣରୁ ଅଭିମାନ କରି ୨୦୧୯ରେ ବିଜେଡି ଛାଡ଼ିଥିଲି। ଏବେ ପୁଣି ବିଜେଡିକୁ ଫେରିଲି। ତେଣୁ ଘରବାହୁଡ଼ା ହେଲା। 

ସୂଚନାଯୋଗ୍ୟ, ଆଜି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ସେ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story