କାଳିମାଡ କରିଥିବା ଭାସ୍କରଙ୍କୁ ନେଇ ଗୁଗଲି । ବିଜେପି କହୁଛି ଭାସ୍କର ବିଜେଡିର । ବିଜେଡି କହୁଛି ଭାସ୍କର ବିଜେପିର । ଆଉ କିଏ କହୁଛି, ସେ ହେଉଛନ୍ତି ବିଜେଡି ଅସନ୍ତୁଷ୍ଟ କ୍ୟାମ୍ପର । ଗତ ପଞ୍ଚାୟତ ନିର୍ବାଚନରେ ବୋଡାଲ ପଞ୍ଚାୟତରୁ ସମିତି ସଭ୍ୟ ଲଢିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପୁଣି ନବୀନ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ, ଅପରାଧୀଙ୍କୁ ଦେଲେ ଚେତାବନୀ
ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡବିଧାନ ହାର ଓଡ଼ିଶାରେ ଗୋଟିଏ ଅଙ୍କରେ ରହିଛି । ୨୦୨୨ ମସିହାର ଏନସିଆରବି ତଥ୍ୟ ଅନୁସାରେ ମହିଳା ହିଂସା ବିରୋଧରେ ଦଣ୍ଡବିଧାନ ହାର ଉତ୍ତରପ୍ରଦେଶରେ ୭୦.୮ ପ୍ରତିଶତ, ମିଜୋରାମରେ ୬୮ପ୍ରତିଶତ ଓ ବିହାରରେ ୬୦.୯ ପ୍ରତିଶତ । କିନ୍ତୁ ଆମ ଓଡ଼ିଶାରେ ଏହା ମାତ୍ର ୯.୩ ପ୍ରତିଶତ ରହିଛି, ଯାହାକି ଲଜ୍ଜାଜନକ ।
Politics
ବିବାଦର ନାଁ ‘ନାଲି ବହି’: ବିଜେପି-କଂଗ୍ରେସ ମୁହାଁମୁହିଁ
ରାଜନୀତିରେ ନାଲି ରଙ୍ଗ ସାଧାରଣତଃ ବାମପନ୍ଥୀ ବିଚାରଧାରା ସହ ଜଡ଼ିତ ରହିଥାଏ। ତେଣୁ ଫଡନାଭିସ ସେହି ଆଧାରରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ।
Politics
ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡ଼ିଲେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ
ସମ୍ୱଲପୁର ଜିଲ୍ଲାର ବିଜେଡି ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜେଡି ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇଟି ଟର୍ମ ଜିତିଥିଲେ।
Politics
ବିଜେଡି ଶୂନ୍ୟ ହେବ ଯାଜପୁର!
ଯେଉଁଠି ୭ ରୁ ୭ ବିଧାୟକ ଓ ଜଣେ ସାଂସଦଙ୍କ ଗାଦି ବିଜେଡି ଅକ୍ତିଆର କରୁଥିଲା, ସେହି ଜିଲ୍ଲାରେ ଏବେ ୪ଟି ବିଧାୟକ ଓ ଏକମାତ୍ର ସାଂସଦ ଗାଦିକୁ ଅକ୍ତିଆର କରିଛି ବିଜେପି।
Politics
ବାରମ୍ବାର ଅଭିଯୋଗ ପରେ ଏବେ ଚିହିଁକି ଉଠିଛି ବିଏମସି
ରାଜଧାନୀର ୮ଟି ସ୍ଥାନରେ ଘର ନିର୍ମାଣ ହେଲା ଓ ଗତ ନିର୍ବାଚନ ପୂର୍ବରୁ ଘର ବଣ୍ଟା ବି ଗଲା। କିନ୍ତୁ ଅଯୋଗ୍ୟ ହିତାଧିକାରୀ ଘର ପାଇଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଚିହିଁକି ଉଠିଛି ବିଏମସି ।