5ଟି ସଚିବ ଭିକେ ପାଣ୍ଡିଆନଙ୍କ ପରେ ପଡ଼ିଲା ମନ୍ତ୍ରୀଙ୍କ ପାଳି

  • Published: Sunday, 10 September 2023
  • , Updated: 10 September 2023, 06:05 PM IST

5ଟି ସଚିବ ଭିକେ ପାଣ୍ଡିଆନଙ୍କ ପରେ ପଡ଼ିଲା ମନ୍ତ୍ରୀଙ୍କ ପାଳି । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ ଏବଂ ସାରଦା ପ୍ରସାଦ ନାୟକଙ୍କୁ କଡ଼ା ବିରୋଧ । ଧିରେ ଧିରେ କମୁଛି କି ବିଜେଡି ନେତାଙ୍କ ପତିଆରା ? 5ଟି ସଚିବଙ୍କଠୁ ଆରମ୍ଭ କରି ବିଜେଡି ନେତା-ମନ୍ତ୍ରୀଙ୍କୁ ବିରୋଧ । କିଏ କଳା ପତାକା ଦେଖାଇଲେଣି ତ ପୁଣି କିଏ କାଳି ମାଡ଼ କଲେଣି।

Related story