ଚଷମା ପିନ୍ଧିଲେ କରୋନାରେ ସଂକ୍ରମିତ ହେବାର ସମ୍ଭାବନା କମ୍: ରିପୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍ ପୃଥିବୀର ବିଭିନ୍ନ ଦେଶରେ ବ୍ୟାପିବାରେ ଲାଗିଛି। ଆମେରିକା ପରେ ମହାମାରୀରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ରହିଛି। ଋଷିଆ ଯଦିଓ ଟିକା ବାହାର କରିଛି ହେଲେ ଏହାର ପ୍ରୟୋଗ ଆରମ୍ଭ ହୋଇନି। ଏବେ ସଂକ୍ରମଣରୁ ରୋକିବା ପାଇଁ ସାମାଜିକ ଦୂରତା ଅବଲମ୍ୱନ କରାଯାଉଛି। ଏବେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରାଯାଇଛି। ଚାଇନାରେ ଏହି ଗବେଷଣା କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ କୋଭିଡ୍ ୧୯ ସଂକ୍ରମଣର ବିପଦକୁ କମ୍ କରିବା ପାଇଁ […]

eye glass

eye glass

Subhransu Sekhar
  • Published: Thursday, 17 September 2020
  • Updated: 17 September 2020, 08:07 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍ ପୃଥିବୀର ବିଭିନ୍ନ ଦେଶରେ ବ୍ୟାପିବାରେ ଲାଗିଛି। ଆମେରିକା ପରେ ମହାମାରୀରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ରହିଛି। ଋଷିଆ ଯଦିଓ ଟିକା ବାହାର କରିଛି ହେଲେ ଏହାର ପ୍ରୟୋଗ ଆରମ୍ଭ ହୋଇନି। ଏବେ ସଂକ୍ରମଣରୁ ରୋକିବା ପାଇଁ ସାମାଜିକ ଦୂରତା ଅବଲମ୍ୱନ କରାଯାଉଛି।

ଏବେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରାଯାଇଛି। ଚାଇନାରେ ଏହି ଗବେଷଣା କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ କୋଭିଡ୍ ୧୯ ସଂକ୍ରମଣର ବିପଦକୁ କମ୍ କରିବା ପାଇଁ ଚଷମା ପିନ୍ଧିିଲେ ସଂକ୍ରମିତ ହେବାର ସମ୍ଭାବନା ଆଶଙ୍କା କମ୍ ହୋଇପାରେ।

ଜାମା ଦ୍ୱାରା (JAMA Ophthalmology ) ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁମାନେ ଚଷମା ପିନ୍ଧନ୍ତି ସେମାନେ କିଛି ମାତ୍ରାରେ ସୁରକ୍ଷା ପାଇପାରନ୍ତି।

ଚୀନ‌ର ସୁଇଜୋରେ ଥିବା ସୁଇଜୋ ଜେଙ୍ଗଡୁ ହସ୍ପିଟାଲର ଗବେଷଣା ରିପୋର୍ଟ ଅନୁଯାୟୀ ଚଷମା ପିନ୍ଧିଥିବା କିଛି କୋଭିଡ୍ ରୋଗୀଙ୍କୁ ଦେଖିବା ପରେ ଚଷମା ଏବଂ କୋଭିଡ୍ ପ୍ରତିରୋଧ ମଧ୍ୟରେ ଥିବା ଲିଙ୍କକୁ ଦେଖିବା ସହଜ ହେବ। ଜାନୁଆରୀ ୨୭ ରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ୨୭୬ଙ୍କ ଉପରେ ଏହି ଗବେଷଣା ହୋଇଥିଲା।

ଏଥିରୁ ୧୧ ପ୍ରତିଶତ ଚଷମା ପିନ୍ଧିଥିଲେ। ମାତ୍ର ୫.୮ ପ୍ରତିଶତ ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପାଇଁ ଚଷମା ପିନ୍ଧୁଥିଲେ। ଏହି ତଥ୍ୟକୁ ସାଧାରଣ ଜନତାଙ୍କ ସହ ତୁଳନା କରି ଗବେଷଣକାରୀ ମାନେ ୧୯୮୫ରେ କରାଯାଇଥିବା ଏକ ଗବେଷଣାକୁ ସୂଚାଇ ଦେଇଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଜନସଂଖ୍ୟାର ପ୍ରାୟ ୧/୩ ଟି ମାୟୋପିୟା ଥିଲା ଏବଂ ସମସ୍ତେ ଚଷମା ପିନ୍ଧିଥିଲେ। (ମାୟୋପିଆ ହେଉଛି ଏକ ଦୃଷ୍ଟିଶକ୍ତି। ଜଣେ ଚଷମା ପିନ୍ଧିଲେ ଅତି ନିକଟରୁ କୌଣସି ଜିନିଷକୁ ଦେଖିପାରିବେ)।

ତେଣୁ ଗବେଷଣାର ରିପୋର୍ଟ ଅନୁଯାୟୀ ଚଷମା ପିନ୍ଧିବା ଦ୍ୱାରା କୋଭିଡ ୧୯ ର ବିପଦ ହ୍ରାସ ହୋଇପାରେ, ଯେହେତୁ ବହୁ ସଂଖ୍ୟାରେ ଲୋକଙ୍କର ମାୟୋପିୟା ଏବଂ ଚଷମା ପିନ୍ଧିଥିଲେ ମଧ୍ୟ କୋଭିଡ ୧୯ କାରଣରୁ ସେହି ଲୋକମାନଙ୍କ ମଧ୍ୟରୁ ଅଳ୍ପ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ମେଡିସିନ୍ ଏବଂ ଏପିଡେମୋଲୋଜିର ଆସୋସିଏଟ୍ ପ୍ରଫେସର ଡକ୍ଟର ଲିସା କହିଛନ୍ତି, ଏହି ଅଧ୍ୟୟନ ଏବେ ବି ଚାଲିଛି। ଲୋକମାନେ ଆଖିରେ ଚଷମା ଲଗାଇବା ଦ୍ୱାରା କୋଭିଡ ୧୯ରୁ ସୁରକ୍ଷା ମିଳିପାରେ।

ତେବେ ଏହି ଗବଷଣା ବହୁତ ଲୋକଙ୍କ ମଧ୍ୟରେ ହୋଇଥିଲା। ଗବେଷଣାେ କେବଳ ଗୋଟିଏ ସଂଯୋଗ ମିଳିଛି। ଚଷମା ପିନ୍ଧିବା ଏବଂ କୋଭିଡ୍ ୧୯ର କାରଣ ଏବଂ ପ୍ରଭାବ ସମ୍ପର୍କରେ ପ୍ରମାଣିତ ହୋଇନାହିଁ।

ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ କିଛି ଗବେଷକ କହିଥିଲେ ଏବେ ଲୋକମାନେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଭଳି ଅନ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ଯଦି ଜଣେ ଚଷମା ପିନ୍ଧିଥିବେ ତାହେଲେ ତାଙ୍କ ହାତ ଆଖିରେ ବାଜିବ ନାହିଁ। ଯାହାକି ବିପଦକୁ ହ୍ରାସ କରିପାରିବ।

ଯେଉଁ ଲୋକମାନେ ଚଷମା ପିନ୍ଧନ୍ତି ସେମାନେ କରୋନାରେ ସଂକ୍ରମିତ ହେବାର ଆଶଙ୍କା କମ୍। କାରଣ ଚଷମା ପିନ୍ଧିନଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନେ ନିଜ ଆଖିକୁ କମ୍ ସ୍ପର୍ଶ କରନ୍ତି। ଏହାଦ୍ୱାରା ହାତରେ ଥିବା ଜୀବାଣୁ ସଂକ୍ରମିତ ହେବାର ସମ୍ଭାବନାକୁ କମ୍ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story