ଇଂଲଣ୍ଡ ଏକାଦଶରୁ ଏହି ଷ୍ଟାର୍ ପେସ୍ ବୋଲର ଆଉଟ୍

ଲଣ୍ଡନ: ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ପ୍ରଥମ ଆଶେସ୍ ଟେଷ୍ଟ ପାଇଁ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଟିମରୁ ବାଦ୍ ପଡ଼ିଛନ୍ତି ପେସ୍ ବୋଲର ଜୋଫ୍ରା ଆର୍ଚର୍। ବାର୍ବାଡୋସ୍ ଜନ୍ମିତ ଆର୍ଚର୍ ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ୍ ହାସଲ କରି ରାତାରାତି ଷ୍ଟାର୍ ବନି ଯାଇଥିଲେ। ଆହତ କାରଣରୁ ଆର୍ଚର୍ ଗତ ସପ୍ତାହରେ ଲର୍ଡ୍ସରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଏକମାତ୍ର ଟେଷ୍ଟରୁ ବାଦ୍ ପଡ଼ିଥିଲେ। କିନ୍ତୁ ଆଶେସ୍ ସିରିଜ୍ […]

archer

archer

Ranjit Kumar Jena
  • Published: Wednesday, 31 July 2019
  • Updated: 31 July 2019, 07:10 PM IST

ଲଣ୍ଡନ: ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ପ୍ରଥମ ଆଶେସ୍ ଟେଷ୍ଟ ପାଇଁ ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଟିମରୁ ବାଦ୍ ପଡ଼ିଛନ୍ତି ପେସ୍ ବୋଲର ଜୋଫ୍ରା ଆର୍ଚର୍। ବାର୍ବାଡୋସ୍ ଜନ୍ମିତ ଆର୍ଚର୍ ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ୍ ହାସଲ କରି ରାତାରାତି ଷ୍ଟାର୍ ବନି ଯାଇଥିଲେ।

ଆହତ କାରଣରୁ ଆର୍ଚର୍ ଗତ ସପ୍ତାହରେ ଲର୍ଡ୍ସରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଏକମାତ୍ର ଟେଷ୍ଟରୁ ବାଦ୍ ପଡ଼ିଥିଲେ। କିନ୍ତୁ ଆଶେସ୍ ସିରିଜ୍ ପାଇଁ ତାଙ୍କୁ ଟିମରେ ସାମିଲ୍ କରାଯାଇଥିଲା। ଚୂଡ଼ାନ୍ତ ଏକାଦଶରୁ ଓଲି ଷ୍ଟୋନ୍ ଏବଂ ସାମ୍ କୁରାନ୍ ମଧ୍ୟ ବାଦ୍ ପଡ଼ିଛନ୍ତି। ଜୋସ୍ ବଟଲର୍ ଓ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକାଦଶରେ ସ୍ଥାନ ପାଇଛନ୍ତି।

ଆହତ ଯୋଗୁ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟରୁ ବାଦ୍ ପଡ଼ିଥିବା ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟିମକୁ ଫେରିଛନ୍ତି। ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇଥିବା କ୍ରିସ୍ ଓକ୍ସ ନିଜ ସ୍ଥାନ ବଜାୟ ରଖିଛନ୍ତି।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ରୋରି ବର୍ନସ୍, ଜେସନ୍ ରୟ, ଜୋ ରୁଟ୍ (ଅଧିନାୟକ), ଜୋ ଡେନଲୀ, ଜୋସ୍ ବଟଲର୍, ବେନ୍ ଷ୍ଟୋକ୍ସ, ଜନ୍ନି ବେୟାରଷ୍ଟୋ, ମୋଇନ୍ ଅଲୀ, କ୍ରିସ୍ ଓକ୍ସ, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story