ଭାରତକୁ ୧୪୭ ରନର ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ୍

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୧୪୭ ରନ୍ କରିବାକୁ ପଡ଼ିବ। ମ୍ୟାଚ୍ ଆରମ୍ଭରୁ ଦୀପକ ଚହର୍ ଘାତକ ବୋଲିଂ କରି ୱେଷ୍ଟଇଣ୍ଡିଜକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କିନ୍ତୁ ଟିମର […]

team-india

team-india

Ranjit Kumar Jena
  • Published: Tuesday, 06 August 2019
  • Updated: 06 August 2019, 10:50 PM IST

Sports

Latest News

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୧୪୭ ରନ୍ କରିବାକୁ ପଡ଼ିବ।

ମ୍ୟାଚ୍ ଆରମ୍ଭରୁ ଦୀପକ ଚହର୍ ଘାତକ ବୋଲିଂ କରି ୱେଷ୍ଟଇଣ୍ଡିଜକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କିନ୍ତୁ ଟିମର ସବୁଠାରୁ ଅଭିଜ୍ଞ ଖେଳାଳି କାଇରନ୍ ପୋଲାର୍ଡ ଜବରଦସ୍ତ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ପୋଲାର୍ଡ ୪୫ ବଲରେ ୧ ଚୌକା ଓ ୬ ଛକା ସହ ୫୮ ରନ୍ କରିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଦୀପକ ୩ ଓଭରରେ ମାତ୍ର ୪ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି।

ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ଟିମର ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ଦୀପକ ଚହର୍ ପ୍ୟାଭିଲିୟନ୍ ପଠାଇ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ।

ଓପ୍ନର ସୁନୀଲ୍ ନାରିନ୍ ମାତ୍ର ୨ ରନ୍ କରି ନଭଦୀପ ସାଇନିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ଏଭିନ୍ ଲୁଇସ୍ (୧୦) ପୁଣିଥରେ ନିରାଶ କରିଥିଲେ। ଶିମରନ୍ ହେଟମେୟର୍ ୧ ରନ୍ କରି ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ୧୪ ରନରେ ୩ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜ୍ ବିପଦରେ ପଡ଼ିଥିଲା ବେଳେ ପୋଲାର୍ଡ ଟିମ୍ ପାଇଁ ଲଢ଼ିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୁରନ୍ ପୋଲାର୍ଡଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୬୬ ରନର ଭାଗୀଦାରୀ କରିଥିଲେ।

ପୁରନ୍ ୨୩ ବଲରେ ୧ ଚୌକା ଓ ୧ ଛକା ସହ ୧୭ ରନ୍ କରି ସାଇନିଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପୋଲାର୍ଡ ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପୋଲାର୍ଡ ବିଶେଷକରି ଭାରତୀୟ ସ୍ପିନରଙ୍କୁ ଅଧିକ ଆକ୍ରମଣ କରିଥିଲେ। ସେ ବଡ଼ ଇନିଂସ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ସାଇନି କ୍ଲିନ୍ ବୋଲ୍ଡ କରି ଭାରତକୁ ବଡ଼ ସଫଳତା ଦେଇଥିଲେ।

ପୋଲାର୍ଡଙ୍କ ଆଉଟ୍ ପରେ ୱେଷ୍ଟଇଣ୍ଡିଜର ରନ୍ ଗତି କମିଯାଇଥିଲା। କ୍ୟାପଟେନ୍ କାର୍ଲସ୍ ବ୍ରାଥୱେଟ୍ (୧୦)ଙ୍କ ଠାରୁ ଭଲ ଇନିଂସ୍ ଆଶା କରାଯାଉଥିଲେ, ତାଙ୍କୁ ଡେବ୍ୟୁଟାଣ୍ଟ ରାହୁଲ୍ ଚହର୍ ପ୍ୟାଭିଲିୟନ୍ ପଠାଇ ନିଜର ପ୍ରଥମ ସଫଳତା ହାସଲ କରିଥିଲେ। ଶେଷଭାଗରେ ରୋଭମ୍ୟାନ୍ ପୋୱେଲ୍ ଦ୍ରୁତ ରନ୍ କରି ୱେଷ୍ଟଇଣ୍ଡିଜ୍ ସ୍କୋରକୁ ୧୪୬ ରନରେ ପହଞ୍ଚାଇଥିଲେ। ସେ ୨୦ ବଲରେ ୧ ଚୌକା ଓ ୨ ଛକା ସହ ୩୨ ଏବଂ ଫାବିଆନ୍ ଆଲେନ୍ ୮ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ସାଇନି ୨ଟି ଓ ରାହୁଲ୍ ଚହର୍ ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଖଲୀଲ ଅହମ୍ମଦଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଲୋକେଶ ରାହୁଲ, ରାହୁଲ୍ ଚହର୍ ଏବଂ ଦୀପକ ଚହର୍ ସାମିଲ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story