ଭାରତୀୟ ‘ଏ’ ଦଳରେ ପ୍ରଜ୍ଞାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ବସିଥିବା ବିସିସିଆଇ ଚୟନ କମିଟି ବୈଠକରେ ଭାରତୀୟ ଏ ଦଳ ଘୋଷଣା କରାଯାଇଛି । ଚେତେଶ୍ୱର ପୂଜାରାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଦଳରେ ଓଡିଶା ଖେଳାଳୀ ପ୍ରଜ୍ଁନ ଓଝାଙ୍କୁ ସାମିଲ କରାଯାଇଛି । ଏହି ଦଳ ଆସନ୍ତା ଜୁଲାଇରେ ଚେନ୍ନାଇରେ ଅଷ୍ଟ୍ରେଲିଆ ‘ଏ’ ଓ ଦକ୍ଷିଣ ଆଫ୍ରିକା ‘ଏ’ ଟିମକୁ ନେଇ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଅଂଶଗ୍ରହଣ କରିବ । ଅନ୍ୟମାନଙ୍କ ମଧ୍ୟରେ କେ.ଏଲ. ରାହୁଲ, ଅଭିନଭ ମୁକୁନ୍ଦ, କରୁଣ […]

Pragyan

Pragyan

Rakesh Mallick
  • Published: Monday, 29 June 2015
  • Updated: 29 June 2015, 09:38 AM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ବସିଥିବା ବିସିସିଆଇ ଚୟନ କମିଟି ବୈଠକରେ ଭାରତୀୟ ଏ ଦଳ ଘୋଷଣା କରାଯାଇଛି । ଚେତେଶ୍ୱର ପୂଜାରାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଦଳରେ ଓଡିଶା ଖେଳାଳୀ ପ୍ରଜ୍ଁନ ଓଝାଙ୍କୁ ସାମିଲ କରାଯାଇଛି । ଏହି ଦଳ ଆସନ୍ତା ଜୁଲାଇରେ ଚେନ୍ନାଇରେ ଅଷ୍ଟ୍ରେଲିଆ ‘ଏ’ ଓ ଦକ୍ଷିଣ ଆଫ୍ରିକା ‘ଏ’ ଟିମକୁ ନେଇ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଅଂଶଗ୍ରହଣ କରିବ । ଅନ୍ୟମାନଙ୍କ ମଧ୍ୟରେ କେ.ଏଲ. ରାହୁଲ, ଅଭିନଭ ମୁକୁନ୍ଦ, କରୁଣ ନାଇର, ଶ୍ରେୟାସ ଲେୟର, ନମନ ଓଝା, ବିଜୟ ଶଙ୍କର, ଅମିତ ମିଶ୍ରା, ସରଦୁଲ ଠାକୁର, ବରୁନ ଆରୋନ, ଅଭିମନ୍ୟୁ ମିଥୁନ, ଉମେଶ ଯାଦବ, ଶ୍ରେୟାସ ଗୋପାଳ, ବି. ଅପରଜିତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos