ରିଟାୟର୍ ହେଲା ଡାନିଏଲ୍ ଭେଟ୍ଟୋରିଙ୍କ ଜର୍ସି

ୱେଲିଂଟନ୍: ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ (ଏନଜେଡସି) ସୋମବାର ତା’ର ପୂର୍ବତନ କ୍ୟାପଟେନ୍ ଓ ଅଲରାଉଣ୍ଡର ଡାନିଏଲ୍ ଭେଟ୍ଟୋରିଙ୍କୁ ୧୧ ନମ୍ବର ଜର୍ସିକୁ ରିଟାୟର କରିଛି। ଶ୍ରୀଲଙ୍କା ବିପକ୍ଷ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ତା’ର ଖେଳାଳିଙ୍କ ଜର୍ସିର ଘୋଷଣା କରିଛି। ଏହି ଅବସରରେ ଭେଟ୍ଟୋରିଙ୍କୁ ଜର୍ସିକୁ ରିଟାୟର କରିବା ନେଇ ବୋର୍ଡ ସୂଚନା ଦେଇଛି। ଏନଜେଡସି ପକ୍ଷରୁ କୁହାଯାଇଛି, ଯେଉଁ ଖେଳାଳିମାନେ ୨୦୦ରୁ ଅଧିକ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି, ସେମାନଙ୍କ ଜର୍ସି […]

daniel

daniel

Ranjit Kumar Jena
  • Published: Monday, 05 August 2019
  • Updated: 05 August 2019, 04:40 PM IST

Sports

Latest News

ୱେଲିଂଟନ୍: ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ (ଏନଜେଡସି) ସୋମବାର ତା'ର ପୂର୍ବତନ କ୍ୟାପଟେନ୍ ଓ ଅଲରାଉଣ୍ଡର ଡାନିଏଲ୍ ଭେଟ୍ଟୋରିଙ୍କୁ ୧୧ ନମ୍ବର ଜର୍ସିକୁ ରିଟାୟର କରିଛି। ଶ୍ରୀଲଙ୍କା ବିପକ୍ଷ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ତା'ର ଖେଳାଳିଙ୍କ ଜର୍ସିର ଘୋଷଣା କରିଛି। ଏହି ଅବସରରେ ଭେଟ୍ଟୋରିଙ୍କୁ ଜର୍ସିକୁ ରିଟାୟର କରିବା ନେଇ ବୋର୍ଡ ସୂଚନା ଦେଇଛି।

ଏନଜେଡସି ପକ୍ଷରୁ କୁହାଯାଇଛି, ଯେଉଁ ଖେଳାଳିମାନେ ୨୦୦ରୁ ଅଧିକ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି, ସେମାନଙ୍କ ଜର୍ସି ରିଟାୟର କରାଯିବ। ଭେଟ୍ଟୋରି ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୨୯୧ ମ୍ୟାଚ୍ ଖେଳିଛନ୍ତି, ଏଥିପାଇଁ ତାଙ୍କ ଜର୍ସି ନମ୍ବର-୧୧କୁ ରିଟାୟର୍ କରାଯାଇଛି।

ଏହି ବାମହାତୀ ସ୍ପିନର ୨୯୧ ମ୍ୟାଚରେ ୩୦୫ ୱିକେଟ୍ ନିଜ ନାମରେ କରିଛନ୍ତି। ଏହା ସହ ସେ ୪ ଅର୍ଦ୍ଧଶତକ ସହାୟତାରେ ୨୨୫୩ ରନ୍ କରିଛନ୍ତି। ଭେଟ୍ଟୋରି ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୧୧୩ ଟେଷ୍ଟ ଖେଳି ୩୬୨ ୱିକେଟ୍ ଏବଂ ୪୫୩୧ ରନ୍ କରିଛନ୍ତି। ଟେଷ୍ଟରେ ଭେଟ୍ଟୋରିଙ୍କ ନାମରେ ୬ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ୍ ଅଛି। ଭେଟ୍ଟୋରି ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ୍ ଜାତୀୟ ଦଳର କ୍ୟାପଟେନ୍ ମଧ୍ୟ ଥିଲେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୧୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡର ଟିମର ନେତୃତ୍ୱ ନେବେ କେନ୍ ୱିଲିୟମସନ୍। ଟିମର ସବୁ ଖେଳାଳିଙ୍କ ଜର୍ସିରେ ନମ୍ବର ଓ ନାଁ ରହିଛି।

ନ୍ୟୁଜିଲ୍ୟାଣ୍ଡ୍ ସ୍କ୍ୱାଡ୍: କେନ୍ ୱିଲିୟମସନ୍ (ଅଧିନାୟକ), ଟଡ୍ ଆଷ୍ଟଲେ, ଟମ୍ ବ୍ଲଣ୍ଡେଲ୍, ବିଜେ ୱାଟଲିଙ୍ଗ୍ (ୱିକେଟକିପର୍), ଟ୍ରେଣ୍ଟ୍ ବୋଲ୍ଟ, କଲିନ୍ ଡି'ଗ୍ରାଣ୍ଡହୋମ୍, ଟମ୍ ଲାଥାମ, ହେନରୀ ନିକୋଲ୍ସ, ଏଜାଜ ପଟେଲ୍, ଜିତ୍ ରାଭାଲ୍, ୱିଲ୍ ସମରଭିଲ୍ଲେ, ମିଚେଲ୍ ସାଣ୍ଟନର୍, ଟିମ୍ ସାଉଦି, ରସ୍ ଟେଲର୍, ନିଲ୍ ୱାଗନର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story