ଆଇପିଏଲ ଫିକ୍ସିଂ ଓ ବେଟିଂ: ୧୩ ଖେଳାଳିଙ୍କ ନାମ ଖୁଲାସା କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ ଆଦିତ୍ୟ ବର୍ମା

ନୂଆଦିଲ୍ଲୀ: ଆଇପିଏଲର ଷଷ୍ଠ ସଂସ୍କରଣରେ ହୋଇଥିବା ସ୍ପଟ୍-ଫିକ୍ସିଂ ଓ ବେଟିଂ ମାମଲାର ତଦନ୍ତ କରିଥିବା ମୁଦଗଲ୍ କମିଟି ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ୧୩ ଜଣ କ୍ରିକେଟରଙ୍କ ନାମ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟ ଏହି ୧୩ ଜଣ ଖେଳାଳିଙ୍କ ନାମ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରନ୍ତୁ ବୋଲି ଚାହାନ୍ତି ଅଣମଂଜୁରପ୍ରାପ୍ତ ବିହାର କ୍ରିକେଟ ସଂଘର ସଂପାଦକ ଆଦିତ୍ୟ ବର୍ମା। ସେ ଏନେଇ ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଏକ ଦୈନିକ ଇଂରାଜୀ ଖବର କାଗଜକୁ […]

aditya

aditya

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 03:39 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ଷଷ୍ଠ ସଂସ୍କରଣରେ ହୋଇଥିବା ସ୍ପଟ୍-ଫିକ୍ସିଂ ଓ ବେଟିଂ ମାମଲାର ତଦନ୍ତ କରିଥିବା ମୁଦଗଲ୍ କମିଟି ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ୧୩ ଜଣ କ୍ରିକେଟରଙ୍କ ନାମ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟ ଏହି ୧୩ ଜଣ ଖେଳାଳିଙ୍କ ନାମ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରନ୍ତୁ ବୋଲି ଚାହାନ୍ତି ଅଣମଂଜୁରପ୍ରାପ୍ତ ବିହାର କ୍ରିକେଟ ସଂଘର ସଂପାଦକ ଆଦିତ୍ୟ ବର୍ମା। ସେ ଏନେଇ ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଏକ ଦୈନିକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

ସେ କହିଛନ୍ତି ଯେ ଏହି ଖେଳାଳିମାନଙ୍କର ପ୍ରଶଂସକମାନେ ବି ଜାଣିବା ଉଚିତ ଯେ ସେମାନେ କିଭଳି ବ୍ୟକ୍ତିତ୍ୱ। ଏହି ଖେଳାଳିମାନେ କିପରି ସେମାନଙ୍କ ଭଲ ପାଇବା ଓ ବିଶ୍ୱାସନୀୟତା ସହିତ ଖେଳିଛନ୍ତି।

ଏହା ମନେ କରାଯାଉଛି ଯେ ମୁଦଗଲ୍ କମିଟି ଯେଉଁ ୧୩ ଜଣ ଖେଳାଳିଙ୍କ ନାମ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ ସେମାନେ ସମସ୍ତେ ୨୦୧୩ ଆଇପିଏଲ୍ ସ୍ପଟ୍-ଫିକ୍ସିଂ ଓ ବେଟିଂରେ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ କ୍ରିକେଟର ରହିଥିବା ବେଳେ ବାକିମାନେ ବିଦେଶୀ କ୍ରିକେଟର।

ସୂଚନାଯୋଗ୍ୟ, ମୁଦଗଲ କମିଟି ଦେଇଥିବା ଏହି ୧୩ ଜଣ ଖେଳାଳିଙ୍କ ନାମ ପ୍ରକାଶ ନକରିବା ପାଇଁ ବିସିସିଆଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା। ଏହି କ୍ରିକେଟରମାନଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବ ବୋଲି ବିସିସିଆଇ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story