୧୭୭ତମ ସ୍ଥାନକୁ ଉଠିଲେ ସୋମଦେବ

ନୂଆଦିଲ୍ଲୀ: ଆସୋସିଏସନ ଅଫ୍ ଟେନିସ ଫ୍ରଫେସନାଲ (ଏଟିପି) ମାନ୍ୟତାର ପୁରୁଷ ବର୍ଗରେ ଭାରତର ସୋମଦେବ ଦେବବର୍ମନ୍ ୧୭୭କୁ ଉନ୍ନୀତ ହୋଇଛନ୍ତି। ସେ ତିନିଟି ସ୍ଥାନ ଉତ୍ତୀର୍ଣ୍ଣ ହୋଇ ଏହି ସ୍ଥାନରେ ରହିଛନ୍ତି। ଭାରତର ଅନ୍ୟତମ ଟେନିସ୍ ଖେଳାଳି ୟୁକି ଭାମ୍ବ୍ରୀ ମାନ୍ୟତାର ୯୩ତମ ସ୍ଥାନରେ ଓ ସଙ୍କେତ ମାଇଁନେନୀ ୧୭୦ତମ ସ୍ଥାନରେ ରହିଛନ୍ତି। ପୁରୁଷ ଡବଲ୍ସରେ  ରୋହନ ବୋପାନ୍ନା ମାନ୍ୟତାର ୯ମ ସ୍ଥାନରେ, ଲିଆଣ୍ଡର ପେସ ୪୧ ତମ ସ୍ଥାନରେ ଓ ପୁରଭ ରାଜ ୯୩ତମ ସ୍ଥାନରେ […]

Somdev_Devvarman2

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 04:43 PM IST

ନୂଆଦିଲ୍ଲୀ: ଆସୋସିଏସନ ଅଫ୍ ଟେନିସ ଫ୍ରଫେସନାଲ (ଏଟିପି) ମାନ୍ୟତାର ପୁରୁଷ ବର୍ଗରେ ଭାରତର ସୋମଦେବ ଦେବବର୍ମନ୍ ୧୭୭କୁ ଉନ୍ନୀତ ହୋଇଛନ୍ତି। ସେ ତିନିଟି ସ୍ଥାନ ଉତ୍ତୀର୍ଣ୍ଣ ହୋଇ ଏହି ସ୍ଥାନରେ ରହିଛନ୍ତି।

ଭାରତର ଅନ୍ୟତମ ଟେନିସ୍ ଖେଳାଳି ୟୁକି ଭାମ୍ବ୍ରୀ ମାନ୍ୟତାର ୯୩ତମ ସ୍ଥାନରେ ଓ ସଙ୍କେତ ମାଇଁନେନୀ ୧୭୦ତମ ସ୍ଥାନରେ ରହିଛନ୍ତି।

ପୁରୁଷ ଡବଲ୍ସରେ  ରୋହନ ବୋପାନ୍ନା ମାନ୍ୟତାର ୯ମ ସ୍ଥାନରେ, ଲିଆଣ୍ଡର ପେସ ୪୧ ତମ ସ୍ଥାନରେ ଓ ପୁରଭ ରାଜ ୯୩ତମ ସ୍ଥାନରେ ରହିଛନ୍ତି।

ମହିଳା ସିଙ୍ଗଲ୍ସରେ ଅଙ୍କିତା ରାଇନା ମାନ୍ୟତାର ୨୬୩ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ପ୍ରେରଣା ଭାମ୍ବ୍ରୀ ୪୧୭ତମ ସ୍ଥାନକୁ ଖସିଛନ୍ତି।

Related story