ରୋହିତଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୧୦୦ ଟପିଲା

ଲାଉଡରହିଲ୍: ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଛନ୍ତି। ପ୍ରଥମ ଟି-୨୦ରେ ୨୪ ରନ୍ କରି ଆଉଟ୍ ହୋଇଥିବା ରୋହିତ୍ ଆଜି କୌଣସି ଭୁଲ୍ ନକରି ୪୦ ବଲରେ ନିଜର ୧୭ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଶାନି ଟମାସ ପ୍ୟାଭିଲିୟନ୍ ପଠାଇଛନ୍ତି। ସେ ୫୧ ବଲରେ ୬ ଚୌକା ଓ ୩ ଛକା ସହ […]

rohit

rohit

Ranjit Kumar Jena
  • Published: Sunday, 04 August 2019
  • Updated: 04 August 2019, 09:14 PM IST

Sports

Latest News

ଲାଉଡରହିଲ୍: ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଛନ୍ତି। ପ୍ରଥମ ଟି-୨୦ରେ ୨୪ ରନ୍ କରି ଆଉଟ୍ ହୋଇଥିବା ରୋହିତ୍ ଆଜି କୌଣସି ଭୁଲ୍ ନକରି ୪୦ ବଲରେ ନିଜର ୧୭ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଶାନି ଟମାସ ପ୍ୟାଭିଲିୟନ୍ ପଠାଇଛନ୍ତି। ସେ ୫୧ ବଲରେ ୬ ଚୌକା ଓ ୩ ଛକା ସହ ୬୭ ରନ୍ କରିଛନ୍ତି।

ଏହି ମ୍ୟାଚରେ ରୋହିତଙ୍କ ସହ ଓପନ୍ କରିବାକୁ ଆସିଥିବା ଶିଖର ଧୱନ୍ ମଧ୍ୟ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ସେ ୨୩ ରନ୍ କରି କୀମୋ ପଲଙ୍କ ବଲରେ ଆଉଟ୍ ହୋଇଥିଲେ। ରୋହିତଙ୍କ ଆଉଟ୍ ପରେ ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଛନ୍ତି।

ଋିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୪ ଓଭରରେ ୨ ୱିକେଟ୍ ହରାଇ ୧୧୭ ରନ୍ କରିଛି। କ୍ୟାପଟେନ୍ ବିରାଟ୍ କୋହଲି ୧୮ ଓ ପନ୍ତ ୧ ରନରେ ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story