୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫି: ଶନିବାରଠାରୁ ଓଡ଼ିଶା ଓ ଆସାମ ମୁକାବିଲା

ବଲାଙ୍ଗିର: ୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫିରେ ଆସନ୍ତାକାଲିଠାରୁ ମୁକାବିଲା ଆରମ୍ଭ ହେବ ଓଡ଼ିଶା ଓ ଆସାମ ମଧ୍ୟରେ।  ବଲାଙ୍ଗିରର ଗାନ୍ଧି ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ୍।  ଏଥିପାଇଁ ଉଭୟ ଦଳ  ବଲାଙ୍ଗିରରେ ପହଞ୍ଚିବା ସହ ନେଟ୍ ପ୍ରାକ୍ଟିସ କରିଛନ୍ତି । ସେପଟେ ସି.କେ ନାଇଡୁ ଟ୍ରଫିକୁ ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ଜିଲ୍ଳା କ୍ରୀଡା ସଂସଦ। ଗାନ୍ଧି ଷ୍ଟାଡିୟମର ଆଉଟ୍ ଫିଲ୍ଡ ଏବଂ ପିଚକୁ ନେଇ ବେଶ୍ ସନ୍ତୋଷ ବ୍ୟକ୍ତ […]

odisha

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 02:12 PM IST

ବଲାଙ୍ଗିର: ୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫିରେ ଆସନ୍ତାକାଲିଠାରୁ ମୁକାବିଲା ଆରମ୍ଭ ହେବ ଓଡ଼ିଶା ଓ ଆସାମ ମଧ୍ୟରେ।  ବଲାଙ୍ଗିରର ଗାନ୍ଧି ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ୍।  ଏଥିପାଇଁ ଉଭୟ ଦଳ  ବଲାଙ୍ଗିରରେ ପହଞ୍ଚିବା ସହ ନେଟ୍ ପ୍ରାକ୍ଟିସ କରିଛନ୍ତି । ସେପଟେ ସି.କେ ନାଇଡୁ ଟ୍ରଫିକୁ ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ଜିଲ୍ଳା କ୍ରୀଡା ସଂସଦ। ଗାନ୍ଧି ଷ୍ଟାଡିୟମର ଆଉଟ୍ ଫିଲ୍ଡ ଏବଂ ପିଚକୁ ନେଇ ବେଶ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି ଉଭୟ ଦଳର ‌ଅଧିନାୟକ। ନଭେମ୍ୱର ୩ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ।

Related story