ପଙ୍କରୁ ମିଳିଲା ପଦ୍ମ: ଭୁବନେଶ୍ୱର ବସ୍ତିରୁ ବୋକା ଜୁନିୟର ଏକାଡେମୀକୁ ମନୋନୀତ ହେଲେ ୩ ଛାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗାଳୁରୁର ବୋକା ଜୁନିୟର ସକର ଏକାଡେମୀକୁ ମନୋନୀତ ହେଲେ ଭୁବନେଶ୍ୱର ବିଭିନ୍ନ ବସ୍ତିର ୩ ଜଣ ଫୁଟବଲ  ଖେଳାଳି। ସେମାନେ ହେଲେ ସମିରାଇ ସୋରେନ, ସତ୍ୟମ ସିଂ ଏବଂ ସୋନୁ ହାତି। ଖେଳ ପ୍ରତିଭା ଦେଖି ବେଙ୍ଗାଳୁରୁରେ ଥିବା ଆର୍ଜେଣ୍ଟିନାର ବୋକା ଜୁନିୟର ସକର ଏକାଡେମୀ ଏମାନଙ୍କୁ ଚିହ୍ନଟ କରିଛି। ଏହି ଖେଳାଳି ମାନେ ୩ ବର୍ଷ ଧରି ସେଠାରେ ମାଗଣାରେ ରହି ପ୍ରଶିକ୍ଷଣ ନେବା ସହ ପାଠ ବି ପଢିବେ। ସମସ୍ତ ଖର୍ଚ୍ଚ […]

Boca-Junior-Slum-Kid-750x430

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗାଳୁରୁର ବୋକା ଜୁନିୟର ସକର ଏକାଡେମୀକୁ ମନୋନୀତ ହେଲେ ଭୁବନେଶ୍ୱର ବିଭିନ୍ନ ବସ୍ତିର ୩ ଜଣ ଫୁଟବଲ  ଖେଳାଳି। ସେମାନେ ହେଲେ ସମିରାଇ ସୋରେନ, ସତ୍ୟମ ସିଂ ଏବଂ ସୋନୁ ହାତି। ଖେଳ ପ୍ରତିଭା ଦେଖି ବେଙ୍ଗାଳୁରୁରେ ଥିବା ଆର୍ଜେଣ୍ଟିନାର ବୋକା ଜୁନିୟର ସକର ଏକାଡେମୀ ଏମାନଙ୍କୁ ଚିହ୍ନଟ କରିଛି। ଏହି ଖେଳାଳି ମାନେ ୩ ବର୍ଷ ଧରି ସେଠାରେ ମାଗଣାରେ ରହି ପ୍ରଶିକ୍ଷଣ ନେବା ସହ ପାଠ ବି ପଢିବେ। ସମସ୍ତ ଖର୍ଚ୍ଚ ଏକାଡେମୀ ବହନ କରିବ। ଏହି ଖେଳାଳି ମାନେ ଭୁବନେଶ୍ୱରର ଜୟଦେବ ମହାପାତ୍ରଙ୍କ ନିକଟରେ ପ୍ରଶିକ୍ଷଣ ନେଉଥିଲେ।

Related story