ଧାୱନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର: ଶ୍ରୀଲଙ୍କା ଆଗରେ ଲକ୍ଷ୍ୟ ୩୨୨

ମୁମ୍ବାଇ: ଶ୍ରୀଲଙ୍କା ଆଗରେ ଭାରତ  ଛିଡା କରିଛି ଏକ ବିଶାଳ ସ୍କୋର। କେନିଂଟନ୍‌ ଓଭାଲରେ ଚାଲିଥିବା ଚାମ୍ପିୟନ୍ସଟ୍ରଫିର ଏକ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ଶେଷ ସୁଦ୍ଧା ୬ୱିକେଟ୍‌ ହରାଇ ୩୨୧ ରନ କରିଛି। ଭାରତ ପକ୍ଷରୁ ଓପନର ଶିଖର ଧାୱନ୍‌ ସର୍ବଶ୍ରେଷ୍ଠ ୧୨୫ ରନ କରିଥିବା ବେଳେ ରୋହିତ ଶର୍ମା ୭୮ରନ କରି ଆଉଟ୍‌ ହୋଇଯାଇଥିଲେ। ଏହାପରେ ଧୋନି ୬୩ ରନର ଆକର୍ଷଣୀୟ ପାଳି  ଖେଳି ଟିମ୍‌ର ସ୍କୋରକୁ ୩୦୦ […]

dhawan-getty080617-1496926538

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 06:53 PM IST

ମୁମ୍ବାଇ: ଶ୍ରୀଲଙ୍କା ଆଗରେ ଭାରତ  ଛିଡା କରିଛି ଏକ ବିଶାଳ ସ୍କୋର। କେନିଂଟନ୍‌ ଓଭାଲରେ ଚାଲିଥିବା ଚାମ୍ପିୟନ୍ସଟ୍ରଫିର ଏକ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ଶେଷ ସୁଦ୍ଧା ୬ୱିକେଟ୍‌ ହରାଇ ୩୨୧ ରନ କରିଛି। ଭାରତ ପକ୍ଷରୁ ଓପନର ଶିଖର ଧାୱନ୍‌ ସର୍ବଶ୍ରେଷ୍ଠ ୧୨୫ ରନ କରିଥିବା ବେଳେ ରୋହିତ ଶର୍ମା ୭୮ରନ କରି ଆଉଟ୍‌ ହୋଇଯାଇଥିଲେ। ଏହାପରେ ଧୋନି ୬୩ ରନର ଆକର୍ଷଣୀୟ ପାଳି  ଖେଳି ଟିମ୍‌ର ସ୍କୋରକୁ ୩୦୦ ରନ ପାର କରାଇଥିଲେ।। ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୧୦ ଓଭର ବୋଲିଂ କରି ୭୦ ରନ ଦେଇ ଦୁଇଟି ୱିକେଟ୍‌ ହାସଲ କରିଛନ୍ତି। ଶ୍ରୀଲଙ୍କା ଟସ୍‌ରେ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିସ୍ପତି ନେଇଥିଲା।

Related story